Daily Archives

ଖୋଲିଲା ନୃସିଂହନାଥ ମନ୍ଦିର : ଦର୍ଶନ କଲେ ଭକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା ଯୋଗୁଁ ଦୀର୍ଘ ଦିନରୁ ବନ୍ଦ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଆଜି ଭକ୍ତମାନଙ୍କ ଦର୍ଶନ ପାଇଁ ଖୋଲା ଯାଇଅଛି । ଗତ ୩ ତାରିଖ ଦିନ ଜିଲ୍ଲାପାଳ ବରଗଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ସକାଳ ୮
Read More...

କ୍ଷୁଦ୍ର ଚଳଚ୍ଚିତ୍ର ‘ବରଗଛ’ର ପ୍ରିମିଅର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱସ୍ତିକ ପ୍ରଡକ୍ସନର କ୍ଷୁଦ୍ର ଚଳଚ୍ଚିତ୍ର ‘ବରଗଛ’ର ପ୍ରିମିଅର ଅନୁଷ୍ଠିତ ହୋଇଯାଇଛି । ବରଗଛର ମହତ୍ୱ ଓ ସହନଶୀଳତାକୁ ଆଧାର କରି ପ୍ରସ୍ତୁତ ହୋଇଛି ଏହି କ୍ଷୁଦ୍ର ଚଳଚ୍ଚିତ୍ର । ଚଳଚ୍ଚିତ୍ରଟି କ୍ଷୁଦ୍ର ହୋଇପାରେ, କିନ୍ତୁ ଏହାର ଦିଗ୍‌ଦର୍ଶନ ଖୁବ୍‌ ବୃହତ୍‌
Read More...

‌ ଟପ୍‌-୧୦ ଧନୀ ରୁ ବାଦ ପଡିଲେ ଅମ୍ବାନୀ, ଆସିଲା ଫୋର୍ବସ୍‌ ରିୟଲ ଟାଇମ ଧନିକଙ୍କ ସୂଚୀ

ନ୍ୟୁଜର୍ସି : ଚୀନ୍‌ର ୱାଟର କିଙ୍ଗଭାବେ ଜଣାଶୁଣା ବ୍ୟବସାୟୀ ଝୋଙ୍ଗ ଶାନଶାନ୍‌ ଏସିୟ ଧନିକଙ୍କ ସୂଚୀର ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଏହି ସ୍ଥାନରେ ଥିବା ଭାରତୀୟ ଉଦ୍‌ୟୋଗପତି ମୁକେଶ ଅମ୍ବାନୀ ତଳକୁ ଖସିଥିବା ବେଳେ ବିଶ୍ୱର ଶୀର୍ଷ ୧୦ ଧନିକଙ୍କ ସୂଚୀରୁ ମଧ୍ୟ ବାଦ ପଡିଛନ୍ତି । ଚୀନ୍‌
Read More...

ଡେଙ୍ଗନାଡିହିରେ କୃଷକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ଚାଷୀ ମାନେ ପାଇବା ପରେ ଆଜି ଡେଙ୍ଗନାଡିହି ଗ୍ରାମରେ ଜୟ କିଷାନ କୃଷକ ସଙ୍ଗଠନ ତରଫରୁ ଏକ କୃଷକ ଉତ୍ସବ ପାଳନ କରାଯାଇଥିଲା । ଏହି କୃଷକ ଉତ୍ସବରେ ଭେଙ୍ଗରାଜପୁର,
Read More...

ଉଲବା ଗ୍ରାମବାସୀଙ୍କ ତରଫରୁ ନିଶା ବେପାରୀ ରି‌ଙ୍କୁ ଜୈନର ଗିରଫ ଦାବୀ ଓ ପାଟଣାଗଡ ଅବକାରୀ ଅଧିକାରୀଙ୍କ ବଦଳି ଦାବୀ ନେଇ…

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ଭକ୍ତବଂଧୁ ନାଏକ‌ଙ୍କ ନେତୃ‌ତ୍ୱରେ ଉଲବା ଗ୍ରାମବାସୀଙ୍କ ତରଫରୁ ନିଶା ବେପାରୀ ରି‌ଙ୍କୁ ଜୈନର ଗିରଫ ଦାବୀ ଓ ପାଟଣାଗଡ ଅବକାରୀ ଅଧିକାରୀ ବି‌ଶ୍ୱନାଥ ପରିଡା‌ଙ୍କ ବଦଳି ଦାବୀ ନେଇ ଅବକାରୀ ଅଫିସକୁ ଘେରାଉ କରାଯିବା ସହ ଧାରଣା ଦିଆଯାଇଛି । ଗତ ୩୦
Read More...

ପ୍ରେମିକାଙ୍କୁ ଦେଖା କରିବାକୁ ବେଦିରୁ ଉଠି ଚାଲିଗଲା ବର, ଶେଷରେ କନ୍ୟାଙ୍କ ହାତ ଧରିଲେ ଜଣେ ନମନ୍ତ୍ରିତ ଅତିଥୀ

ନୂଆଦିଲ୍ଲୀ : ବିବାହ ପାଇଁ ପ୍ରସ୍ତୁତି ସରିଯାଇଥିଲା ବର ଘର କନିଆଁ ପକ୍ଷ ସମସ୍ତେ ମଣ୍ଡପରେ । କିନ୍ତୁ ବରର ପତ୍ତା ମିଳିଲାନି । ବହୁ ଖୋଜାଖୋଜି ପରେ ଜଣାପଡ଼ିଲା ବର ପ୍ରେମିକାକୁ ସାକ୍ଷାତ କରିବାକୁ ଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ଚିକ୍କାମାଙ୍ଗାଲୁରୁରେ ।
Read More...

ଚଳିତ ବର୍ଷ ବଲାଙ୍ଗିର-ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ : ରେଳ ଉପଭୋକ୍ତା ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଗାନ୍ଧୀ ପାଠାଗାରରେ ସଭାପତି ଧର୍ମବ୍ରତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବିଛୁପାଲି -ବଲାଙ୍ଗିର ମଧ୍ୟରେ ଚାଲୁଥିବା ଟ୍ରେନ ଆଗାମୀ ଦିନରେ
Read More...

ଘୁଡ଼ଖାପଲା ସରପଞ୍ଚ ଯୁଗେ‌ଶ୍ୱର ଦୀପଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଘୁଡ଼ଖାପଲା ପଞ୍ଚାୟତର ସରପଞ୍ଚ ଯୁଗେ‌ଶ୍ୱର ଦୀପଙ୍କ ମଙ୍ଗଳବାର ସନ୍ଧ୍ୟାରେ ବିଶମକଟକ ସ୍ଥିତ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । କିଛି ଦିନ ହେଲା ସ୍ବାସ୍ଥ୍ୟଗତ କାରଣରୁ ହସପିଟାଲରେ ସେ ଭର୍ତ୍ତି ହୋଇଥିଲେ । ବୁଧବାର ସକାଳେ ନିଜ ଗାଁ
Read More...

୮୧ ବର୍ଷର କନିଆଁକୁ ୩୫ ବର୍ଷର ବର : ଏମିତି ବି ହୋଇପାରେ ପ୍ରେମ

ବ୍ରିଟେନ : ବ୍ରିଟେନରେ ଜଣେ ୮୧ ବର୍ଷୀୟ ମହିଳା, ଜଣେ ୩୫ ବର୍ଷ ବୟସ୍କ ପୁରୁଷଙ୍କୁ ବିବାହ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବ୍ରିଟେନର ରହୁଥିବା ଏହି ମହିଳା ଆଇରିସ୍‌ ଜୋନ୍ସ ଆଇଟିଭିର ଏକ ଶୋ'ରେ ଅଂଶଗ୍ରହଣ କରୁଥିବା ବେଳେ ନିଜ ସମ୍ପର୍କ ବିଷୟରେ କହିଥିଲେ । କିନ୍ତୁ ଜୋନ୍ସଙ୍କର ମଧ୍ୟ ଏକ
Read More...

ରେଳ ଲାଇନ୍‌ରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି-ରାୟପୁର ସେକ୍ସନର ରେଲୱେ କି.ମି. ଖମ୍ବ ନଂ.୧୭୪/୨ ଓ ୧୭୪/୩ ମହୁଲବାହାଲି ନିକଟରେ ଜଣେ ଅଜଣା ବ୍ୟକ୍ତି(ପାଖାପାଖି ୫୦)ର ମୃତ ଦେହ ରେଳ ଲାଇନ୍‌ କଡ଼ରୁ ଜି.ଆର.ପି. କଂଟାବାଂଜି ଉଦ୍ଧାର କରିଛି । ମୃତକଙ୍କର କୌଣସି ପରିଚୟ ମିଳି ପାରିନାହିଁ ।
Read More...