Yearly Archives

2020

ଲୋୟର୍‌ ସୁକ୍‌ତେଲ୍‌ ପ୍ରସଙ୍ଗ : ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଲୋୟର ସୁକ୍‌ତେଲ୍‌ ପ୍ରକଳ୍ପରେ ଦିଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ବିଜେଡ଼ି ଯୁବନେତା ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ । ସୂଚାନଯୋଗ୍ୟ ଯେ, ବାଲାଙ୍ଗିରର ଲୋୟର
Read More...

୧୧ଟି ରାଜ୍ୟର ପ୍ରତିଯୋଗୀଙ୍କ ମଧ୍ୟରେ ବଙ୍ଗୋମୁଣ୍ଡାର ସଂସିତା ତୃତୀୟ

କଂଟାବାଂଜି, (ଗୁରୁଦୟାଲ ହଂସ) : ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ୱାଧୀନତା ଦିବସ ଦିନ ସିନାପାଲିଠାରେ ସର୍ବ ଭାରତୀୟ ଅନଲାଇନ ଦେଶାତ୍ମବୋଧକ ଡାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅନଲାଇନ ଡାନ୍ସ ପ୍ରତିଯୋଗିତାରେ ଦେଶର ୧୧ଟି ରାଜ୍ୟର ମୋଟ ୧୮୩ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ
Read More...

ନୂତନ ଶିକ୍ଷାନୀତିକୁ ନେଇ ଆଲୋଚନା ଚକ୍ର

ବଲାଙ୍ଗୀର, (ରାଜେଶ ଦଣ୍ଡସେନା) : ବିକାଶ ସମିତି, ଓଡିଶାଙ୍କ ଦକ୍ଷିଣ ପଶ୍ଚିମ ସମ୍ଭାଗ ତରଫରୁ ନୂତନ ଜାତୀୟ ଶିକ୍ଷାନୀତିକୁ ନେଇ ଅନ୍ ଲାଇନ୍ ମାଧ୍ଯମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆଁପଡା ଜିଲ୍ଲାରୁ ମୋଟ ୫୩ ଜଣ ଶିକ୍ଷାବିତ
Read More...

କପିଲଧାରରୁ ଦ୍ୱିତୀୟ ଶବ ଉଦ୍ଧାର

ବରଗଡ଼, (ଗୋପୀନାଥ ସାହୁ) : ଅସାବଧାନତାବଶତଃ ଗତ କାଲି କପିଲଧାରରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ କ୍ଷୀରୋଦ ସୋନୀଙ୍କ ମୃତ ଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ବିଜ କୁମାର ମହାକୁରଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ
Read More...

ଆସନ୍ତା କାଲି ଲୋକାର୍ପିତ ହେବ କୋଶଲୀ ସଟ୍‌ ଫିଲ୍ମ ‘ଭାବର ତିହାର’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତାକାଲି ଲୋକାର୍ପିତ ହେବାକୁ ଯାଉଛି କୋଶଲୀ ସର୍ଟ ଫିଲ୍ମ ‘ଭାବର ତିହାର’ । ଏ ସଂପର୍କରେ ସ୍ଥାନୀୟ ଅମଲା ଭବନରେ କେକେ ପ୍ରଡ଼କ୍ସନ ବଲାଙ୍ଗିର ପକ୍ଷରୁ ଏକ ପ୍ରେସ୍‌ ମିଟ୍‌ରେ ସଂପୃକ୍ତ ଫିଲ୍ମର ଟ୍ରେଲର୍‌ ଦେଖାଇବା ସହ ସୂଚନା ଦିଆଯାଇଛି । ପଶ୍ଚିମ
Read More...

ବରଗଡ଼ରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁନି : ଆଜି ପୁଣି ୫୬ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ରେ ମଧ୍ୟ କରେନା ସଂକ୍ରମଣ ସ୍ଥିତି ସୁଧୁରୁନି । ଆଜି ପୁଣି ୫୬ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ ବରଗଡ଼ ବ୍ଲକ - ୫ ଜଣ , ବରଗଡ଼ ଟାଉନ ୨୨ ଜଣ, ବିଜେପୁର ବ୍ଲକ - ୨, ବିଜେପୁର ଏନ୍‌ଏସି -୩ ଜଣ , ଅତାବିରା ଏନ୍‌ଏସି -୧ ଜଣ ,
Read More...

ଭବାନୀପାଟଣା ସହର ମଧ୍ୟରେ ଭାଲୁ ଆକ୍ରମଣରେ ୨ ଆହତ, ଜଣେ ଗୁରୁତର

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭବାନୀପାଟଣା ସହରକୁ ଗୋଟିଏ ଭାଲୁ ପଶି ଆସି ତାଣ୍ଡବ ରଚିଥିବା ବେଳେ ଦୁଇ ଜଣଙ୍କୁ ଆକ୍ରମଣ କରି ସାରିଲାଣି । ଆହତଙ୍କ ମଧ୍ୟରୁ ଜଣେ ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି । ତାଙ୍କ ମୁହଁ ଉପରକୁ ସିଧା ଆକ୍ରମଣ କରିଛି ଭାଲୁ ଏବଂ ରକ୍ତାକ୍ତ କରି ପକାଇଛି । ତେବେ
Read More...

ଲୋଇସିଂହାରେ ଆନ୍ଧ୍ରା ଚାଷୀ : ଜମି ଆମର, ମାଲିକାନା ତାଙ୍କର

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଜମି ଆମର । ପରିଶ୍ରମ ଆମର । ଆମ ଜମିରେ ଆମେ ମଜୁରିଆ । କିନ୍ତୁ ମାଲିକ ଆନ୍ଧ୍ରାର । ପ୍ରାୟ ଦୀର୍ଘ ୨ ବର୍ଷ ହେଲା ଲୋଇସିଂହା ଅଂଚଳରେ ଆନ୍ଧ୍ରା ଚାଷୀ କପା ଚାଷ କରି ଆମ ଜମିରେ ମାଲିକ ହୋଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାଯାଇଛି । ସୂଚନା
Read More...

୩ ମରଣାନ୍ତକ ଆକ୍ରମଣକାରୀ ଗିରଫ : ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୭ ତାରିଖ ରାତିରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣର ୩ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗିର ଆଦର୍ଶ ଥାନା ପୋଲିସ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରିବାରେ ସଫଳ ହୋଇ ପାରିଥିବା ଆଦର୍ଶ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା
Read More...

ଆଜି ୭୧ ଜଣ ଆକ୍ରାନ୍ତ ବଲାଙ୍ଗିର ଜିଲ୍ଲାରେ : ବଲାଙ୍ଗିର ପୌରାଂଚଳରୁ ୨୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୮ ଜଣ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ସଂପୃକ୍ତ ପୌରାଂଚଳର ଏବିଏସ୍‌ଏସ୍‌ ରୋଡ଼ରୁ ୧, ସରକାରୀ କୋଲ୍‌ଡ଼୍‌ ଷ୍ଟୋରେଜ କଲୋନୀରୁ ୧, ଗାନ୍ଧୀନଗରପଡ଼ାରୁ
Read More...