ସ୍ୱାଧୀନତାର ୭୪ ବର୍ଷ ପରେ ବି ପୋଲ ନିର୍ମାଣ ହେଲାନାହିଁ : ଭରାନଦୀ ପାର ହୋଇ ଯିବା ଆସିବା କରନ୍ତି ଲୋକେ
ମୟୁରଭଂଜ, (କେପିଏନ୍ଏସ୍) : ସ୍ୱାଧୀନତାର ୭୪ ବର୍ଷ ପରେ ବି ପୋଲଟିଏ ନାହିଁ । ନଦୀ ପାର ହୋଇ ଲୋକେ ଯିବା ଆସିବା କରନ୍ତି । ଏ କଥା ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ କଥାଟି ନିହାତି ସତ । ମୟୁରଭଂଜ ଜିଲ୍ଲାର ଉଦଳା ବ୍ଲକ୍ ଅଧୀନସ୍ଥ ଗାଁ ବାଲମା । ଗାଁ ବାହାରକୁ ଆସିବାକୁ ହେଲେ ନଈ ପାର!-->…
Read More...
Read More...