ବରଗଡ଼ରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁନି : ଆଜି ପୁଣି ୫୬ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ରେ ମଧ୍ୟ କରେନା ସଂକ୍ରମଣ ସ୍ଥିତି ସୁଧୁରୁନି । ଆଜି ପୁଣି ୫୬ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ ବରଗଡ଼ ବ୍ଲକ – ୫ ଜଣ , ବରଗଡ଼ ଟାଉନ ୨୨ ଜଣ, ବିଜେପୁର ବ୍ଲକ – ୨, ବିଜେପୁର ଏନ୍‌ଏସି -୩ ଜଣ , ଅତାବିରା ଏନ୍‌ଏସି -୧ ଜଣ , ଅତାବିରା ବ୍ଲକ -୩ ଜଣ, ଭେଡେନ ବ୍ଳଜ ୭ ଜଣ, ବରପାଲି ବ୍ଳକ -୭ ଜଣ , ବରପାଲି ଏନ୍‌ଏସ -୧ ଜଣ , ସୋହେଲା ବ୍ଲକ -୨ ଜଣ, ଭଟଲି ବ୍ଲକ -୩ ସାମିଲ୍‌ ଅଛନ୍ତି । ଏ ସଂପର୍କରେ ସୂଚନା ଦେଇଛନ୍ତି ବରଗଡ଼ ସୂଚନା ଓ ଲୋକସଂପର୍କ ଅଧିକାରୀ କଲ୍ୟାଣୀ ଦାସ ।

Leave A Reply

Your email address will not be published.