Daily Archives

ସ୍ୱର୍ଗତ ପ୍ରେମରାମ ଦୁବେଙ୍କ ଜନ୍ମ ତିଥିରେ ‘କୋସଲ ଏକତା ଦିବସ’ ପାଳନ କରିବ କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ତଥା ସମ୍ବଲପୁରର ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ପ୍ରେମରାମ ଦୁବେଙ୍କ ଜନ୍ମତିଥି ଉପଲକ୍ଷେ ଆଗାମୀ ଅକ୍ଟୋବର ୨୨ ତାରିଖ ଦିନ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ “କୋସଲ ଏକତା ଦିବସ” ପାଳନ କରିବାକୁ ନିଷ୍ପତ୍ତିତ୍ତିଗ୍ରହଣ
Read More...

ମା’ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଏହାର କମ୍ପ୍ୟୁଟରୀକୃତ ସଂରଚନାରେ କ୍ୟୁଆର୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ମା’ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଏହାର କମ୍ପ୍ୟୁଟରୀକୃତ ସଂରଚନାରେ କ୍ୟୁଆର୍‌ କୋଡ୍‌ର ପ୍ରଚଳନ ଆରମ୍ଭ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ସଭା ଗୃହ ଠାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି
Read More...

ମହାରାଜ ଶ୍ରୀ ଶ୍ରୀ ଅଗ୍ରସେନଙ୍କ ଜୟନ୍ତୀ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ସମାଜବାଦର ପ୍ରବର୍ତ୍ତକ, ମହାପୁରୁଷ ଏବଂ ରାମରାଜ୍ୟର ସମର୍ଥକ ମହାରାଜ ଶ୍ରୀ ଶ୍ରୀ ଅଗ୍ରସେନଙ୍କ ଜୟନ୍ତୀ ଆଜି ବରଗଡ଼ରେ ନିଆରା ଢଙ୍ଗରେ ପାଳନ କରାଯାଇଛି । ପ୍ରତ୍ୟେକ ବର୍ଷ ବହୁତ ଧୁମଧାମରେ ପାଳନ କରାଯାଉଥିବା ଅଗ୍ରସେନ ଜୟନ୍ତୀ ଏବର୍ଷ କୋଭିଡ୍ କଟକଣା ଯୋଗୁଁ
Read More...

କରୋନାରୁ ଆରୋଗ୍ୟ ଲାଭ କରି ଆଉ ତିନିଜଣ ଭୀମ୍‌ସାର୍‌, ବୁର୍ଲାରେ ପ୍ଲାଜ୍‌ମା ଦାନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତାଲପାଲିପଡ଼ା ନିବାସୀ ସୁଶ୍ରୀ ଶୀତଳ ସୁନାଙ୍କ ସହିତ ତାଙ୍କ ଭାଇ ଅନୀଲ ସୁନା ଓ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର ତରାଇ ସ୍ୱେଚ୍ଛାକୃତ ଭାବେ ୧୭ ତାରିଖ ଦିନ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ
Read More...

ଅଜଣା ରୋଗ ପୋକରେ ଧାନ ଫସଲ ନଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଗୋଠୋଗୁଡା ଗ୍ରାମ ପଞ୍ଚାୟତ ସଲଡିହ ଗ୍ରାମର ୩ ଏକର ଧାନ ଫସଲ ନଷ୍ଟ ହୋଇ ଯାଇଛି । ଚଳିତ ବର୍ଷ ଖରିଫ ଋତୁରେ ଭଲ ବର୍ଷା ହେତୁ ଚାଷୀ ପାଇଁ ପାଗ ଅନୁକୂଳ ହେଲେ ମଧ୍ୟ ଅଜଣା ରୋଗ ପୋକରେ ସଲଡିହ ଗ୍ରାମର ନିର୍ମଳ ମେହେରଙ୍କ ୩
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୭୧ ଆକ୍ରାନ୍ତ : ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୧୮ ଓ ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୧୮ ଓ ୩ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୧, ୪ରୁ ୧, ୫ରୁ
Read More...

ଷ୍ଟେଟବ୍ୟାଙ୍କ ଆରସେଟି ଆନୁକୁଲ୍ୟରେ ଛେଳି ପାଳନ ତାଲିମ ଉଦ୍‌ଘାଟିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବଳାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରାଟକାନି ଠାରେ ଦଶ ଦିନିଆ ଛେଳି ପାଳନ ତାଲିମ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ କନ୍ଧକେଲଗାଁ ୟୁଜିବି ଶାଖା ପ୍ରବନ୍ଧକ ମଧୁସୂଦନ ଦାସ ଆସି ତାଲିମାର୍ଥୀ
Read More...

କେବେ ବି ଖାଲି ପେଟରେ ସେବନ କରନ୍ତୁ ନାହିଁ ଏସବୁ ଜିନିଷ : ସେବନ କଲେ ଦିନ ସାରା ହେବେ ହଇରାଣ

ଯଦି ଆପଣଙ୍କୁ ସକାଳୁ ସକାଳୁ ହେଲ୍‌ଦି ଖାଦ୍ୟ ମିଳିଯାଏ, ତେବେ ଆପଣ ଦିନ ସାରା ସବଳ ରହିବା ସହ ବିଭିନ୍ନ ପ୍ରକାର ରୋଗଠାରୁ ମଧ୍ୟ ଦୂରେଇ ରହିବେ । ଏଥିପାଇଁ ସକାଳ ଜଳଖିଆରେ ଏମିତି ଜିନିଷ ଆମେ ସେବନ କରିବା, ଯେଉଁଥିରେ ପ୍ରୋଟିନ୍‌, ଭିଟାମିନ୍ସ ଏବଂ ମିନେରାଲ୍‌ ରହିଥିବ । ମାତ୍ର କେବେ କେବେ
Read More...

କୋଭିଡ-୧୯ ଚିକିତ୍ସାରେ ପ୍ରଭାବୀ ନୁହେଁ ହାଇଡ୍ରାକ୍ସିକ୍ଲୋରୋକୁଇନ୍‌ ଏବଂ ରେମ୍‌ଡେ଼ସିବିର୍‌ : ବିଶ୍ୱ ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ରେମ୍‌ଡେ଼ସିବିର୍‌ ଓ ହାଇଡ୍ରାକ୍ସିକ୍ଲୋରୋକୁଇନ୍‌(ଏଚ୍‌ସିକ୍ୟୁ) ସହ ଚାରୋଟି ଔଷଧକୁ କରୋନା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଖୁବ୍‌ କମ୍‌ ପ୍ରଭାବୀ ବୋଲି କୁହାଯାଇଛି । ଏ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିସ୍ତୃତ
Read More...

ବଲାଙ୍ଗିର ସମଲେଇ ପୀଠରେ ନବରାତ୍ର ପୂଜା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ନବରାତ୍ର ପୂଜା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ଵଳନ ମଧ୍ୟ ଆରମ୍ଭ ହୋଇଛି । ଭୋର ସମୟରୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ମନ୍ଦିର ପକ୍ଷରୁ
Read More...