Daily Archives

ଆସନ୍ତା କାଲି ୨୯ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାମସେଠ ଗ୍ରାମ ପଞ୍ଚାୟତ ସଟ ଡାଉନ ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପାଇକମାଲ ପଞ୍ଚାୟତ ସମିତି ଅଧୀନସ୍ଥ ଜାମସେଠ ଗ୍ରାମ ପଞ୍ଚାୟତକୁ ଆସନ୍ତା କାଲି ୨୯/୯/୨୦ ରୁ ତା ୩୦/୯/୨୦ ଦୁଇ ଦିନ ସଟ ଡାଉନ କରାଯିବ। ଏହି ଦୁଇ ଦିନ ଧରି ସଟ ଡାଉନରେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ବାକି
Read More...

ଜଗନ୍ନାଥପଡ଼ା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍ଏସ୍) : ଗତ କାଲି ଜଗନ୍ନାଥପଡ଼ା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ସଭାପତି ଚତୁର୍ଭୁଜ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ନୀତିକାନ୍ତି ତଥା ପରମ୍ପରା ରକ୍ଷା କରିବା ପାଇଁ ସମସ୍ତ କୋଭିଡ କଟକଣା ପାଳନ କରି ଦୁର୍ଗାପୂଜା କରାଯିବାକୁ ବୈଠକରେ ନିଷ୍ପତ୍ତି
Read More...

କବିତା : ଶବଦ୍

ସୁଜିତ୍‌ କୁମାର ଶତପଥି ମୁଇଁ ଥିମି ନି ଥିମି ଉଁଝା କଥାହେଲେ ଇ ଶବଦମାନେଥିବାର କଥା ବିନକୁହେ ତ ଉଦୁରମାତଫଏଲି ଯଉଛେ ଅଂଧାରକେତେଦିନ ଛେଁକି ପାରମା ଯେକେତେଦିନ ଭି ରହେମା ! ଆସ ଇ ଶବଦମାନକୁ ପଜେଇଥିମା ଯେଅଂଧାରର ଡେନା କାଟିନିବୁଜ୍‌ ପନନୁମୁକଲେଇ ଆନବେ ବେଲ୍‌ । ଶବଦ୍‌ ସରସରା
Read More...

କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସକାଶେ ଆୟୁର୍ବେଦିକ ଇମ୍ୟୁନିଟି…

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସକାଶେ ବଲାଙ୍ଗିର ଜିଲ୍ଲାରେ ଆୟୁର୍ବେଦିକ ଇମ୍ୟୁନିଟି ବୁଷ୍ଟର ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି । ତଦନୁସାରେ ଭାରତୀୟ ରେଡ଼୍‌କ୍ରସ ସୋସାଇଟି, ବଲାଙ୍ଗିର ଜିଲ୍ଲା
Read More...

ମାନବିକତା ଦେଖାଇଲେ ସମିତି ସଭ୍ୟ : ଏଟିଏମରୁ ପାଇଥିବା ଟଙ୍କା ଫେରାଇଲେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ସମିତି ସଭ୍ୟ ଦୀପକ ଅଗ୍ରୱାଲ ଗତ ୨୫ ତାରିଖ ଦିନ ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ଏଟିଏମରେ ୧୦ହଜାର ଟଙ୍କା ଫସି ରହିଥିଲା । ତେବେ ସେ ଫେସବୁକରେ ପୋଷ୍ଟ କରିଥିଲେ ଯେ ଯଦି କାହାର ଟଙ୍କା, ତାହେଲେ
Read More...

ଲୋକ-କଳାକାରଙ୍କ ସହାୟତା ଦାବୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାରା ଦେଶରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି । ତେଣୁ ଅନେକ ଲୋକ ଜୀବିକା ହରାଇ ବସିଛନ୍ତି । ଏ ପରିସ୍ଥିତିରେ ପ୍ରତ୍ୟହ ରୋଜଗାର କରି ପରିବାର ପୋଷଣ କରୁଥିବା ଲୋକଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ବିଶେଷ କରି କଳାକୁ ବୃତ୍ତି କରି
Read More...

କଣ୍ଟାମାଳ ବିଧାୟକଙ୍କୁ କରୋନା : ଆରୋଗ୍ୟ କାମନା କଲେ ଅଞ୍ଚଳବାସୀ

ବୌଦ୍ଧ, (ବଂଶୀଧର ମାଝୀ) : ସେପ୍ଟେମ୍ବର ୨୯ ତାରିଖ ଓଡିଶାର ୧୬ତମ ବିଧାନସଭାର ୪ର୍ଥ ଅଧ୍ୟାୟ ଅଧିବେଶନ ସଭା ଅନୁଷ୍ଠିତ ହେବ । ଏହା ପୂର୍ବରୁ ସମସ୍ତ ବିଧାୟକମାନଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ କୌଣସି ଲକ୍ଷଣ ନଥାଇ ମଧ୍ୟ ରିପୋର୍ଟରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରକାଶିତ ହେବା ପରେ ଜଗଦଲପୁର ମୁଖ୍ୟ ରାସ୍ତା ଅଙ୍ଗନଦୀ ପୋଲ ଉପରେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କାଲି ପଦ୍ମପୁର ଠାରୁ ସୀମାନ୍ତ ଛତିଶଗଡକୁ ଯାଇଥିବା ରାସ୍ତା ମଝି ଅଙ୍ଗନଦୀ ପୋଲ ଉପରେ ଏକ ଲୁହାରଡ ଉପୁଡିଥିବା 'କୋଶଳ ପ୍ରବାହ'ରେ ଖବର ପ୍ରକାଶିତ ହେବାପରେ ଆଜି ଝାରବନ୍ଦ ବ୍ଲକ ପ୍ରଶାସନ ପକ୍ଷରୁ ଜଗଦଲପୁର ଅଙ୍ଗନଦୀ ପୋଲ ଉପରେ ଲୁହାରଡ୍ କଟା ଯାଇଥିବା
Read More...

ପଦ୍ମପୁର ୭ ଦିନ ସଟଡାଉନ ଉଦ୍ଦେଶ୍ୟ କଣ ବୋଲି ଲୋକଙ୍କ ଭିତରେ ପ୍ରଶ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟଭୀତ ଥିବା ବେଳେ ରାଜ୍ୟ ସରକାର କିନ୍ତୁ ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରକାଶ କରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ହେଲେ ଅନ୍ୟପଟେ ଲୋକଙ୍କ ହିତ ପାଇଁ ବିଭିନ୍ନ
Read More...

କୋଶଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ଅବସରରେ ତହଁକ କୁଟୁମର ସାହିତ୍ୟ କାର୍ୟ୍ୟକ୍ରମ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆସନ୍ତା କାଲି ୨୯ ତାରିଖ କୋଶଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜନ୍ମଦିନ । ଏହି ଦିନକୁ ଆମ ପଶ୍ଚିମ ଓଡିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଂସ୍କୃତି ଦିବସ ଭାବେ ପାଳନ କରୁଛନ୍ତି । ଅନଲାଇନ ମାଧ୍ୟମରେ ତହଁକ କୁଟୁମ ତରଫରୁ ମଧ୍ୟ ତିନି ଦିନିଆ ସାହିତ୍ୟ
Read More...