Daily Archives

ପୁଣି କଫ୍‌ ସିରପ୍‌ ଚୋରା ଚାଲାଣକାରୀ ସକ୍ରିୟ : ୧୮ ଶହ ବୋତଲ ଏସ୍‌କଫ୍‌ ସିରପ୍‌ ଜବତ, ଜଣେ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ପ୍ରଶାସନ ପକ୍ଷରୁ କଫ୍‌ ସିରପ୍‌ ଚୋରା ଚାଲାଣକାରୀଙ୍କୁ ଧରପଗଡ଼ର ଅନ୍ତ ଘଟୁନାହିଁ । ପୋଲିସର ଏତେ ତନାଘନା ପରେ ବି କଫ୍‌ ସିରପ୍‌ ମାଫିଆମାନେ ସକ୍ରିୟ ରହିବା ସହରବାସୀଙ୍କୁ ଚକିତ କରୁଛି । ଆଜି ପୁଣି ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୋଲିସ ଦ୍ୱାରା ୧୮
Read More...

ଗୋମାଂସ ବିକ୍ରି : ୩ ଅଟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ସର୍ଗୀବାହାଲ ଅଞ୍ଚଳରେ ଗୋମାଂସ ବିକ୍ରି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ପୋଲିସ ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି । ସର୍ଗୀବାହାଲ ଗ୍ରାମର ମୁରଳୀଧର ମେହର ଓ କୃପା ମେହର(ରୋହିଦାସ) ଏକ ବଳଦକୁ ଟାଙ୍ଗିଆରେ
Read More...

ଅସହାୟ ମହିଳାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ଅସହାୟ ନିରୀହ ଲୋକମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀମାନଙ୍କ ଠାରେ ପ୍ରଶାସନିକ ଅବହେଳା ଯୋଗୁଁ ପହଞ୍ଚି ପାରୁନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି । ବରଗଡ଼
Read More...

ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ପ୍ରଦର୍ଶନ ଅଭିଯୋଗ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଏବେ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି । ଗତ ୧୬ ତାରିଖ ମଧ୍ୟରାତ୍ରୀରେ ଜଣେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଘଟଣା ଘଟିଛି । ତାହା ପୁଣି ଏକ ଘରୋଇ ମେଡିକାଲ ପରିସରରେ ଘଟିଥିଲେ ହେଁ ଘଟଣାର ଚାରି ଦିନ ପରେ ବି ପୋଲିସ ଚୁପ ବସିଥିବାରୁ
Read More...

କୂଳ ଲଂଘୁଛି ସମୁଦ୍ର

ଗଞ୍ଜାମ, (କେପିଏନ୍‌ଏସ୍‌) : କୂଳ ଲଂଘୁଛି ସମୁଦ୍ର । ପ୍ରତିବର୍ଷ ଅଶାନ୍ତ ସମୁଦ୍ର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତରେ ଅଧିକ କ୍ଷୟକ୍ଷତି କରୁଥିବା ନଜିର ରହିଛି । ଶୁକ୍ରବାର ଅଶାନ୍ତ ସମୁଦ୍ରିକ ଜୁଆର କୂଳ ଲଙ୍ଘିବା ଫଳରେ ପୋଡମପେଟା ଓଡ଼ିଆରପି କଲୋନୀବାସୀ
Read More...

ବରଗଡ ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ଚର୍ଦାପାଲି ଗ୍ରାମପଂଚାୟତ ପରିଦର୍ଶନ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନସ୍ଥ ଚର୍ଦାପାଲି ଗ୍ରାମପଂଚାୟତ ପରିଦର୍ଶନରେ ବରଗଡ ଜିଲ୍ଲାର କାର୍ଯ୍ୟରତ ପ୍ରୋଜେକ୍ଟ ଡାଇରେକ୍ଟର କୃତିବାସ ରାଉତ ଆସି ଏଠାରେ ଚାଲିଥିବା ସରକାରଙ୍କ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ ।
Read More...

କେଭା ଇଣ୍ତଷ୍ଟ୍ରିର ଦୋକାନ ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମରେ କେଭା ଇଣ୍ତଷ୍ଟ୍ରିର ଦୋକାନ ଉଦଘାଟନ କରାଯାଇଛି । ଏହି ଦୋକାନରେ ହେଲଥ କେୟାର, ଏନିମଲ କେୟାର, ଚାଷୀ ଔଷଧ, କସମେଟିକ, ଗ୍ରୋସରୀ ସାମଗ୍ରୀ ସବୁ ଉପଲବ୍ଧ । କେଭା କମ୍ପାନୀର ସମସ୍ତ ଦ୍ରବ୍ୟ ଦେଶ ତଥା ବିଦେଶର ସାର୍ଟିଫିକେଟ
Read More...

କେହି ବି ଜୋର୍‌ ଜବର୍‌ଦସ୍ତ କାହାର ପାଟିରେ ଡ୍ରଗ୍ସ ଭରି ଦିଅନ୍ତିନି : ଅଭିନେତ୍ରୀ ଶ୍ୱେତା ତ୍ରିପାଠୀ

ମୁମ୍ବାଇ : ଜଣାଶୁଣା ଫିଲ୍ମ ଅଭିନେତ୍ରୀ ଶ୍ୱେତା ତ୍ରିପାଠୀ କହିଛନ୍ତି, କେହି ବି ଜୋର୍‌ ଜବର୍‌ଦସ୍ତ କାହାର ପାଟିରେ ଡ୍ରଗ୍ସ ଭରି ଦିଅନ୍ତିନି । ‘କାର୍ଗୋ’ ଏବଂ ‘ଦ ଗାନ୍‌ ଗେମ୍‌’ ଭଳି ଡିଜିଟାଲ୍‌ ରିଲିଜ୍‌ରେ ଦର୍ଶକଙ୍କୁ ବିମୋହିତ କରିଥିବା ଫିଲ୍ମ ଅଭିନେତ୍ରୀ ଶ୍ୱେତା କହିଛନ୍ତି,
Read More...

ସନ୍ତସନ୍ତିଆ ରାସ୍ତା ପାଣି କାଦୁଅରେ ପରିପୂର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୩ ନମ୍ବର ୱାର୍ଡ କେନାଲ ପଡାର ରାସ୍ତା ବିପର୍ୟ୍ୟସ୍ତ ହୋଇପଡ଼ିଛି । ପାଖରେ ନଳକୂପ ଥିବାରୁ ରାସ୍ତାରେ ପାଣି ଜମି ପାଣି କାଦୁଅରେ ପୂର୍ଣ୍ଣ ହୋଇପଡିଛି । ଲୋକମାନଙ୍କର ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ।
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୭୮ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୩୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୭୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୯ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର ୱାଡର଼୍ ନଂ.୨ରୁ ୨, ୫ରୁ ୧, ୮ରୁ ୧, ୯ରୁ ୧୮, ୧୦ରୁ ୨, ୧୫ରୁ ୩,
Read More...