ମିଳୁନି ଭତ୍ତା, ସରକାରୀ ଆବାସ : ପ୍ରଶାସନର ଦ୍ୱାରସ୍ଥ ହୋଇ ହୋଇ ଥକି ଗଲେଣି ବୃଦ୍ଧ ଦମ୍ପତ୍ତି
ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରଶାସନକୁ ଗୁହାରୀ କରି କରି ଥକି ଗଲେଣି । ତଥାପି ମିଳୁନି ଭତ୍ତା କି ସରକାରୀ ଆବାସ । ଏଭଳି ଏକ ଖବର ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଲଗାଁ ଗ୍ରାମ ପଚାଂୟତର ମିର୍ଚାମୁଣ୍ଡା ଗାଁରୁ । ସୂଚନା ଅନୁସାରେ ବେଲଗାଁ ଗ୍ରାମ ପଚାଂୟତ ଅଧୀନସ୍ଥ!-->…
Read More...
Read More...