ଘୁନସରରେ ଭାଇ ଜିଉଁତିଆ ପର୍ବ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁ ନ୍ତଳା ବ୍ଳକ ଅଞ୍ଚଳ ସମେତ ଘୁନସର ଗ୍ରାମର ବିଭିନ୍ନ ସ୍ଥାନରେ ଭାଇ ଜିଉଁତିଆ ପର୍ବ ପାଳିତ ହୋଇଯାଇଛି । ଏହା ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପର୍ବ । ଅଥଚ ଏଥର କାହାରି ମନରେ ସରାଗ ନାହିଁ । କରୋନା ଯାତନା ଭାଇ ଜିଉଁତିଆର!-->…
Read More...
Read More...