Browsing Tag

saintala news

ସଇଁନ୍ତଲାରେ ଆର୍ଥିକ ଅନ୍ତର୍ଭୁକ୍ତି ସମନ୍ୱୟ ମେଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ପଞ୍ଚାୟତ କାର୍ୟ୍ୟଳୟ ଠାରେ ଗତ ୮ ତାରିଖ ରୁ ୨୨ ତାରିଖ ପର୍ୟ୍ୟନ୍ତ ଆର୍ଥିକ ଅନ୍ତର୍ଭୁକ୍ତି ସମନ୍ୱୟ ମେଳା କାର୍ୟ୍ୟକ୍ରମ ଚାଲିଛି । ସଇଁନ୍ତଲା ଏମବିକେ ନମିତା ପୁଟେଲଙ୍କ ନେତୃତ୍ୱରେ ଅନୁଷ୍ଠିତ
Read More...

ସଇଁନ୍ତଲା ଡାକ୍ତରଖାନାରେ ଡାକ୍ତର ଅଭାବ : ଡାକ୍ତର ନିଯୁକ୍ତି ନ ହେଲେ ଆନ୍ଦୋଳନ, ସାଧାରଣରେ ସଜବାଜ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସ୍ଵାସ୍ଥ୍ୟସେବା ଭଳି ଅନେକ ସମସ୍ୟାକୁ ନେଇ ସରକାର କୋଟି କୋଟି ଟଙ୍କାର ଯୋଜନା କରୁଥିବା ଡିମ୍‌ଡିମ ପିଟୁଛନ୍ତି । କିନ୍ତୁ ତାହା ଫେଲ ମାରିଛି ସଇଁନ୍ତଲା ବ୍ଳକରେ । ସୂଚନା ମତେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ୨୨ଟି ପଞ୍ଚାୟତର ଲୋକେ ସ୍ଥାନୀୟ
Read More...

ଭୂତ କୋଠାରେ ପରିଣତ ହେଲାଣି କନ୍ଧକେଲଗାଁ ସ୍ୱାସ୍ଥ୍ୟ ଉପକେନ୍ଦ୍ର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଜନସାଧାରଣଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ସରକାର ବହୁ ଗୁଡିଏ ଯୋଜନା କରିଛନ୍ତି । କିନ୍ତୁ ତାହା କେତେ କାର୍ଯ୍ୟକାରୀ ହେଉଛି ଏଠି ପ୍ରଶ୍ନ ଉଠୁଛି । କିଛି ମାସ ହେବ କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ଜନସାଧାରଣ ନାହିଁ ନଥିବା
Read More...

ସଇଁନ୍ତଲା ବ୍ଳକରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

ସଇଁତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିବା ସହ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ମୃତ୍ୟୁ ବ୍ୟକ୍ତିଙ୍କ ପରିବାରକୁ ବ୍ଳକ ପ୍ରଶାସନ ପକ୍ଷରୁ ୨ହଜାର ଟଙ୍କା ଆଥିର୍କ ରାଶି ପ୍ରଦାନ କରୁଛ‌ନ୍ତି । କିନ୍ତୁ ସଇଁନ୍ତଲା
Read More...

କନ୍ଧକେଲଗାଁ ଗ୍ରାମ ପଞ୍ଚାୟତରେ ବିଧବା ଓ ବିକଳାଙ୍ଗମାନଙ୍କୁ ମିଳୁନି ରାସନ ଚାଉଳ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସରକାର ଯୋଜନା ଉପରେ ଯୋଜନା କରିଛନ୍ତି । କିନ୍ତୁ ତାହା କେତେ କାର୍ୟ୍ୟକାରୀ ହେଉଛି ଓ ଉପଯୁକ୍ତ ଲୋକଙ୍କ ପାଖକୁ ପହଞ୍ଚି ପାରୁଛି କି ନାହିଁ ତାହା ତଦାରଖ କରିବ କିଏ ? ସରକାରଙ୍‌ଙ୍କ ପକ୍ଷରୁ ସମସ୍ତ ଗରିବ ଓ ନିଃସହାୟ, ବିଧବା ଏବଂ ବିକଳାଙ୍ଗ ପରିବାର
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ଜଲିଆଦର୍ହ ଗ୍ରାମବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ୍‌ କନ୍ଧକେଲ୍‌ଗାଁ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ସଂପୃକ୍ତ ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ଜଲିଆଦର୍ହ ଗାଁର କିଛି ଜଣ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ,
Read More...

ଆଇନଜୀବୀ ଆନନ୍ଦ ସାହୁଙ୍କ ଦେହାନ୍ତ ଯୋଗୁଁ ସଇଁନ୍ତଲା ଅଞ୍ଚଳରେ ଶୋକର ଛାୟା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ଓକିଲ ସଂଘର ସଦସ୍ୟ ଆଇନଜୀବୀ ଆନନ୍ଦ ସାହୁ(୪୧)ଙ୍କ ଆଜି ବୁର୍ଲା ସ୍ଥିତ କୋଭିଡ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ୫ ଦିନ ଧରି କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀ ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଆଜି
Read More...

ପ୍ରଦୀପ ମହାରଥୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବରିଷ୍ଠ ବିଜେଡ଼ି ନେତା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଟୁଇଟ କରି କହିଛନ୍ତି ଯେ, ପ୍ରଦୀପ ମହାରଥୀଙ୍କ
Read More...

ଦଳୀୟ କର୍ମୀଙ୍କ ସହ ଅନଲାଇନ୍ ଆପ୍‌ରେ କଥା ହେଲେ ମନ୍ତ୍ରୀ ଟୁକୁନି ସାହୁ : ଜନ ସଚେତନତା ନେଇ ଆଲୋଚନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଜୁମ୍ ଆପ୍ ମାଧ୍ୟମରେ ନିଜ ନିର୍ବାଚନ ମଣ୍ଡଳୀ ସଇଁତଳା ବ୍ଲକର ଜୋନ୍ ସ୍ତରୀୟ ଦଳୀୟ କର୍ମୀଙ୍କ ସହ ଜନ ସଚେତନତା କାର୍ୟ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି । ଅକ୍ଟୋବର ୨ରୁ ନଭେମ୍ବର ୨
Read More...

ସର୍ଟ ସାର୍କିଟରେ ଦୋକାନରେ ଲାଗିଲା ନିଆଁ : ଅଳ୍ପେକ ବର୍ତ୍ତିଲେ ଦୋକାନୀ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ ଗ୍ରାମ ପଞ୍ଚାୟତର ରେଙ୍ଗାଲି ଗ୍ରାମର ସାମନ୍ତ ବାଗ ନାମକ ଜଣେ ଦୋକାନୀଙ୍କ ଦୋକାନରେ ସଟସାର୍କିଟ ହୋଇ ଦୋକାନ ଜଳି ଯାଇଛି । ଦୋକାନୀ ଜଣକ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ସହିତ କିଛି ପାନ ମସଲା ସାମଗ୍ରୀ ବିକ୍ରି
Read More...