Daily Archives

ମୁରିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଯୋଗେଶ୍ୱର ବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ ଉଦ୍‌ଘାଟିତ

ଦାବି ହାସଲ ପାଇଁ ବଜେଟ ଅଧିବେଶନରେ ରାଜ୍ୟ ବ୍ୟାପି ଆନ୍ଦୋଳନ ଆହ୍ୱାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀ ଆଜି ପୂର୍ବାହ୍ନରେ ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଉଦ୍‌ଘାଟିତ ହୋଇଯାଇଛି ।
Read More...

ବଲାଙ୍ଗିର ଜିଲ୍ଲାକୁ ମିଳିଲା ବଡ଼ ସଫଳତା : ପାୱାର ଲିଫ୍ଟିଙ୍ଗ୍‌ରେ ମିଳିଛି ମୋଟ୍‌ ୧୬ଟି ପଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାକୁ ମିଳିଲା ବଡ଼ ସଫଳତା । ରାୟପୁର ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ପାୱାର ଲିଫ୍ଟିଙ୍ଗ୍‌ ପ୍ରତିଯୋଗତାରେ ବଲାଙ୍ଗିର ଜିଲ୍ଲାକୁ ମିଳିଛି ମୋଟ୍‌ ୧୬ଟି ପଦକ । ଜିଲ୍ଲାରୁ ପାୱାର ଲିଫ୍ଟିଙ୍ଗ୍‌ ଖେଳିବା ପାଇଁ ଯାଇଥିବା ଖେଳାଳୀ ମାନେ ୧୧ଟି
Read More...

ରବିବାର ଠାରୁ ବ୍ରହ୍ମପୁରରୁ ଅଯୋଧ୍ୟାକୁ ଗଡ଼ିବ ମହାକୁମ୍ଭ ମେଳା ନିମନ୍ତେ ସ୍ୱତନ୍ତ୍ର ବସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତାକାଲି ତା ୧୨.୦୧.୨୦୨୫ ରିଖ ଦିନ ସକାଳ ୧୦ଟା ସମୟରେ ବ୍ରହ୍ମପୁର ଠାରୁ ଅଯୋଧ୍ୟାକୁ ମହାକୁମ୍ଭ ମେଳା ନିମନ୍ତେ ସ୍ୱତନ୍ତ୍ର Multy axcel Volvo AC Sleeper ଯାତ୍ରା ଆରମ୍ଭ କରିବ । ଏହା ଆସନ୍ତାକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ
Read More...

ମା’ ରଣେଶ୍ୱର ରାମଚଣ୍ଡି କ୍ରିକେଟ କପ୍‌ ୨୦୨୫ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ହର୍ଡାଟାଲ ଗ୍ରାମ ସ୍ଥିତ ଧୋବା ଭୋଇ ହାଇସ୍କୁଲ ପଡିଆରେ ଚାରି ଦିବସୀୟ ମା' ରଣେଶ୍ୱର ରାମଚଣ୍ଡି କ୍ରିକେଟ କପ୍‌ ୨୦୨୫ ଉଦ୍‌ଘାଟିତ ହୋଇଯାଇଛି । ଯୁବନେତା ପ୍ରମୋଦ ପଟେଲ ମ୍ୟାଚକୁ ଉଦ୍‌ଘାଟନ କରିଥିବା ବେଳେ ପ୍ରମୋଦ ବେହେରା
Read More...

ଲୋକ ଉତ୍ସବ ସେମିନାର କମିଟି ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକ ଉତ୍ସବ ସେମିନାର କମିଟି ପ୍ରସ୍ତୁତି ବୈଠକ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ରସରାଜ ଅଚ୍ୟୁତ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିଃ ଏହି ବୈଠକରେ ଉପସ୍ଥିତ ସମତ୍ତ ସଭ୍ୟଙ୍କୁ ଆସନ୍ତା ଦ୍ୱିବିଂଶ ଲୋକ ଉତ୍ସବ ଅବସରରେ କବି ସମ୍ମିଳନୀ ଏବଂ
Read More...

ସୁକତେଲ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁକତେଲ ମହୋତ୍ସବର ଦ୍ୱିତୀୟ ଦିବସ ସନ୍ଧ୍ୟାରେ କଳାକାର ସମାବେଶ ହୋଇଥିଲା । ବଲାଙ୍ଗିର ଜିଲ୍ଲାର ବହୁ କଳାକାର ଯୋଗଦେଇ କଳା ପରିବେଷଣ ସହ କଳାକାରଙ୍କ ବିଭିନ୍ନ ଅସୁବିଧା ଉପରେ ଆଲୋଚନା କରିଥିଲେ । ସରକାରଙ୍କ ଯୋଜନା ସବୁ କଳାକାର ଯେମିତି ପାଇ ଲାଭାନ୍ୱିତ ହୋଇ
Read More...

ଫାଇଲେରିଆ ନିରାକରଣ ଓ ସଚେତନତା ପାଇଁ ଘରୋଇ ବିଦ୍ୟାଳୟର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଣ୍ଟେସୋରୀ ସ୍କୁଲ ଠାରେ ବଲାଙ୍ଗିର ପୌର ପାଳିକାର ସମସ୍ତ ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଡା. କୁବେର ଚନ୍ଦ୍ର ମହନ୍ତ, ଏଡିପିଏଚ୍‌ସି, ଭିବିଡି, ଡା. ନମିତା ମିଶ୍ର ଡିସି, ଏଡିପିଏସ୍‌ସି, ଡା. ନିଶିତ
Read More...

ପ୍ରକୃତିର ଅବଦାନ ରତ୍ନଗର୍ଭା ଗନ୍ଧମାର୍ଦ୍ଦନ ଆମର ଅସ୍ମିତା ଶିର୍ଷକ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଯାଦବ ଭବନ ଠାରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ‘ପ୍ରାକୃତିର ଅବଦାନ ରତ୍ନଗର୍ଭା ଗନ୍ଧମାର୍ଦ୍ଧନ ଆମର ଅସ୍ମିତା’ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅତିଥି ତଥା ପେନାଲିଷ୍ଟମାନଙ୍କୁ ସତ୍ୟ ବନଛୋର ମଂଚୁ ଆମନ୍ତ୍ରଣ ଓ ପରିଚୟ ପ୍ରଦାନ
Read More...

ବୁରୋଭାଡ଼ି ପ୍ରାଥମିକ କୃଷି ସମବାୟ ସମିତିରେ ନିଜେ ଅମଳ କରିଥିବା ଧାନକୁ ବିକିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଗସ୍ତରେ ଆସି ଲୋଇସିଂହା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ନଅଗାଁ(ଖ) ପଞ୍ଚାୟତ ସ୍ଥିତ ବୁରୋଭାଡ଼ି ପ୍ରାଥମିକ କୃଷି ସମବାୟ ସମିତି ପରିଦର୍ଶନ କରି ଚାଷୀଙ୍କ ଧାନ ବିକ୍ରି ଓ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ସ୍ୱାସ୍ଥ୍ୟ ଓ
Read More...