Daily Archives

ମନ୍ଦିର ପ୍ରତିଷ୍ଠା ସହ ରାବଣ ଦରବାର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଟାଲ ଗ୍ରାମ ଠାରେ ଆଜିଠାରୁ ମନ୍ଦିର ପ୍ରତିଷ୍ଠା ଆରମ୍ଭ ସହ ରାବଣ ଦରବାର ଉଦ୍‌ଘାଟିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠା ଯଜ୍ଞ ମଣ୍ଡପରେ ମୁଖ୍ୟ ପଣ୍ଡିତ ଅଚ୍ୟୁତାନନ୍ଦ ହୋତା, ବିଜୟ ହୋତା, ଦାଶରଥୀ ହୋତା, ଶଚିପତି ହୋତା, ମଣ୍ଟୁ ମହାପାତ୍ରଙ୍କ
Read More...

ଫୁଣ୍ଡେଲପଦର ଜୟ ମାଁ ତାରିଣୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ଝରିଆଲ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଫୁଣ୍ଡେଲପଦର ଗ୍ରାମରେ ଚାଲିଥିବା ଜୟ ମାଁ ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳ ଝରିଆଲ ଦଳ ଏବଂ
Read More...

ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ରାଜ୍ୟ ପାଇଁ ପର୍ଯ୍ୟାୟକ୍ରମେ କାର୍ଯ୍ୟାନ୍ୱୟନ ପ୍ରସ୍ତୁତ କରିବା ପାଇଁ ତିନି ଦିନିଆ ଜାତୀୟସ୍ତରୀୟ କର୍ମଶାଳା ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ (MoE) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି (NEP), ୨୦୨୦ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ସହ ଏକବିଂଶ
Read More...

ଆୟୋଜିତ ହେଲା ମୟୂରଭଞ୍ଜ ହାଫ ମାରାଥନ : ଚମକିଲେ ବିଦେଶୀ ମାରାଥନ ଦୌଡ଼ାଳି

ଶିମିଳିପାଳ ବଞ୍ଚାଅ ବାର୍ତ୍ତା ନେଇ ଦୌଡିଲେ ୧୨୦୦ରୁ ଉର୍ଦ୍ଧ୍ୱ ମାରାଥନ ଦୌଡ଼ାଳିମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ ଉଦ୍‌ଘାଟିତ ହେଲା ମୟୂରଭଞ୍ଜ ହାଫ ମାରାଥନପୁରୁଷ ବର୍ଗରେ ଅରିଫ ଅଲି, ମହିଳା ବର୍ଗରେ ସନ୍ଧ୍ୟା ପଲ ହେଲେ ଶ୍ରେଷ୍ଠ ବାରିପଦା, (ଦେବସ୍ମିତ ଚୌଧୁରୀ) :
Read More...

ଆଇନ ସେବା ପ୍ରାଧିକରଣ କେନ୍ଦ୍ର ଉଦ୍‌ଘାଟିତ

କୁନି କଳାକାରଙ୍କ ହାତ ତିଆରି ଲୋକଉତ୍ସବର ପଟ୍ଟଚିତ୍ର ଗ୍ରହଣ କଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକ ଉତ୍ସବ ଚାରି ଦିନ ବ୍ୟାପି ୨୦୨୫ର ସ୍ଥାନୀୟ କୋସଲ କଳାମଣ୍ଡପରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଆଇନ ସେବା ପ୍ରାଧିକରଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ
Read More...

ବଲାଙ୍ଗିର ଲୋକ ଉତ୍ସବରେ ବହୁଭାଷୀ କବିତା ପାଠୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲୋକ ଉତ୍ସବ ଅବସରରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କୋଶଳ କଳାମଣ୍ଡଳ ପୁରୁଣା ମଂଚରେ ସର୍ବ ପ୍ରଥମେ ମାଁ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମଟି ଉଦ୍‌ଘାଟିତ ହୋଇଥିଲା । ଉଦ୍‌ଘାଟନ
Read More...

ସି.ଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍‌ ୨୦୨୫ର ପଂଚମ ଦିବସ

ଟିଟିଲାଗଡ ଏଫ୍‌ସି ଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ବାଳକ ବିଭାଗ ୧୫ ବର୍ଷରୁ କମ୍‌ ଚମ୍ପିୟାନସିପ୍‌ ୨୦୨୫ ପଂଚମ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ‘ପ୍ରତିଭା ଅନେକ ଲକ୍ଷ୍ୟ ଏକ’ ଓଡିଶାର
Read More...

ରାଜ୍ୟସ୍ତରୀୟ ମାଁ ପାଟଖଣ୍ଡା କପ୍ ଫୁଟବଲ୍ ପ୍ରତିଯୋଗିତା : ବୌଦ୍ଧକୁ ହରାଇ ଫାଇନାଲରେ ନୂଆପଡ଼ା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ଲାଲ ଜଗନ୍ନାଥ ପ୍ରସାଦ ମିନି ଷ୍ଟାଡିୟମରେ ବ୍ରଜେନ୍ଦ୍ର ନାରାୟଣ ଏଥ୍‌ଲେଟିକ୍‌ ଏସୋସିଏସନ୍ (ବିଏନ୍‌ଏଏ) ଜରାସିଂହା ଆନୁକୂଲ୍ୟରେ ତୃତୀୟ ମାଁ ପାଟଖଣ୍ଡା କପ୍ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ସୋମବାର ଦିନ
Read More...

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ବଣଭୋଜି ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ବଣଭୋଜି ଉତ୍ସବ ସତସଙ୍ଗ କେନ୍ଦ୍ର ପାଇକମାଲ ଆନୁକୂଲ୍ୟରେ ମନଭଙ୍ଗ ଡ୍ୟାମ୍‌ ଠାରେ ପାଳିତ ହୋଇଯାଇଛି । ଏଥିରେ ସତସଙ୍ଗ ସଭାପତି ରୋହିତ ମିଶ୍ର ସ୍ଵାଗତ ଅଭିଭାଷଣ ରଖିଥିଲେ । ଅକ୍ଷୟ କୁମାର
Read More...

ଆସନ୍ତା ଜାନୁଆରୀ ୨୨ରେ ହେବ ଟିଟିଲାଗଡ଼ରେ ମାରାଥନ ଦୌଡ ପ୍ରତିଯୋଗିତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଆଥ୍‌ଲେଟିକ ଆସୋସିଏସନ ତରଫରୁ ସାଧାରଣତନ୍ତ୍ର ଦିବସ ୨୦୨୫ ଉପଲକ୍ଷେ ଜାନୁଆରୀ ୨୨ ତାରିଖରେ ମାରାଥନ ଦୌଡ ପ୍ରତିଯୋଗିତା ଆୟୋଜନ ହେବ ବୋଲି ସଭାପତି ରାଧାକାନ୍ତ ପାଢ଼ୀ ଓ ସମ୍ପାଦକ ଶୁଭ୍ରାଂଶୁ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Read More...