Daily Archives

ହଂସିତାଙ୍କ ସହ ଦିବ୍ୟଶଙ୍କରଙ୍କ ଲିଙ୍କ୍ : ସନ୍ଦେହ କଲେ ବରଗଡ଼ ସାଂସଦ

ବରଗଡ, (ନିରୋଜ କୁମାର ପାଣୀ) : ସାଂସଦ ପ୍ରଦୀପ ପୁରୋହିତଙ୍କ ଚାଞ୍ଚଲ୍ୟକର ବୟାନ । ବିଜେଡି ସରକାରର ଅନେକ ନେତା ହଂସିତାଙ୍କୁ କରୁଥିଲେ ସହାୟତା । ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍ ଥିଲା ବୋଲି ଅଭିଯୋଗ
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ୪ର୍ଥ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

ଦାବି ପ୍ରସ୍ତାବ ଅନୁମୋଦିତ, ରାଜ୍ୟ କର୍ମକର୍ତ୍ତା ନିର୍ବାଚିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ନିଖିଳ ଓଡିଶା ଆଶା କର୍ମୀ ସଂଘର ୪ର୍ଥ ରାଜ୍ୟ ସମ୍ମିଳନୀ ଗତକାଲି ୧୧ ଓ ଆଜି ୧୨ ଜାନୁୟାରୀ ୨ ଦିନ ଧରି ଏଆଇଟିୟୁସି ରାଜ୍ୟ
Read More...

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ କ୍ରୀଡ଼ା କୌଶଳର ମହା ମିଳନସ୍ଥଳୀ ପାଲଟିଥିଲା ସଡ଼କ ପଥ । ନାଚଗୀତ, ପ୍ରଥା, ପରମ୍ପରାର ନିଦର୍ଶନ ସହିତ ନିଜର ପ୍ରତିଭାର ପ୍ରଦର୍ଶନ ପାଇଁ ସମସ୍ତେ ଓହ୍ଲାଇ ଆସିଥିଲେ ରାଜରାସ୍ତାକୁ । ଭଳି କି
Read More...

ବାସୁଦେବପୁର ଜନ କଲ୍ୟାଣ ପରିଷଦର ୨୫ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ପରିଷଦର ୨୫ତମ ବାର୍ଷିକ ଉତ୍ସବ ସେକ୍ଟର-୭ ସ୍ଥିତ ମଧୁ ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ
Read More...

ଯୁବଦୋୟ ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସରେ ରକ୍ତଦାନ ଓ ରନ୍ଧାଖାଦ୍ୟ ବଣ୍ଟନ ସହ ମହାପୁରୁଷ ତଥା ସ୍ୱାମୀ ବିବେକାନନ୍ଦଙ୍କ…

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁବଦୟୋ ପକ୍ଷରୁ ଆଜି ରାଷ୍ଟ୍ରୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ତମ ଜନ୍ମଜୟନ୍ତୀ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି । ଯୁବଦୟୋର ସଭାପତି ବିଶ୍ୱଜିତ ଜେନାଙ୍କ ନେତୃତ୍ୱରେ ସେକ୍ଟର ୧୭ ସରସ୍ଵତୀ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ
Read More...

ଟିଟିଲାଗଡ଼ରେ ଟିଟିଲାଗଡ଼ ଜୀବନ ବୀମା ଅଭିକର୍ତ୍ତା ଆସୋସିଏସନ୍‌ର ୨୮ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ଟିଟିଲାଗଡ଼ ଜୀବନ ବୀମା ଅଭିକର୍ତ୍ତା ଆସୋସିଏସନ୍‌ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ବ୍ରାଞ୍ଚ ମ୍ୟାନେଜର କେଶବ ବେରିଆ, ଏବିଏମ୍‌ ମନୋଜ ରଣା,
Read More...

କେସିଙ୍ଗାରେ ଏନ୍‌ଏସି ସ୍ତରୀୟ କଳାହାଣ୍ଡି ଉତ୍ସବରେ ଦୂଲୁକିଲା ବୁଢ଼ାରଜା ମଞ୍ଚ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର ଲୋକ ସଂସ୍କୃତି ଓ ଆଦ୍ୟକଳାର ପ୍ରତିବିମ୍ବ ତଥା ଜିଲ୍ଲାର ବିଲୁପ୍ତ ହେଇଯାଉଥିବା ଥିବା କଳା ଓ ସଂସ୍କୃତିକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ ନେଇ ପାଳନ ହେଉଥିବା ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ଇତି ମଧ୍ୟରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ
Read More...

ଏୟାଟେଲ ଟାୱାର ଖୁଣ୍ଟକୁ ଚଢି ଯୁବକଙ୍କ ଆତ୍ମହତ୍ୟା

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ନୂନହାଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଯୁବକ ନିରାକାର ଶବର ବୟସ(୨୦)ଙ୍କ ଆଜି ଅପରାହ୍ନ ୩ଟା ପାଖାପାଖି ତାଙ୍କ ପରିବାର ସହ କିଛି ପାଟିତୁଣ୍ଡ ହୋଇଥିଲା । ତା'ପରେ ନିରାକାର ଶବର
Read More...

ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲରେ ବାଇକ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସବୁ ମସୟରେ ଚର୍ଚ୍ଚାରେ ଥାଏ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲ । ମୁଖ୍ୟତଃ ହସପିଟାଲ ପରିସରରୁ ଚୋରି ଘଟଣା ସବୁ ସମୟରେ ଅଧିକ ଚର୍ଚ୍ଚାରେ ଆସିଥାଏ । କେତେବେଳେ ବାଇକ୍‌ ଚୋରି ହୋଇଥାଏ ତ ଆଉ କତେବେଳେ ମୋବଇଲ ଫୋନ୍‌ ସହ ଅନ୍ୟ ମୂଲ୍ୟବାନ ଜିନିଷ
Read More...

୫ କି.ମି. ଦୂରତା ମଧ୍ୟରେ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ସ୍ଥାପନ ନେଇ ଆମରଣ ଅନଶନ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ୫ କି.ମି. ଦୂରତା ମଧ୍ୟରେ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ସ୍ଥାପନ ଦାବୀ ନେଇ ଅମ୍ବାଦୋଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ସାମାଜିକକର୍ମୀ ରଞ୍ଜନ ସ୍ୱାଇଁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ୨୫ କି.ମି. ଦୂରରେ
Read More...