ସ୍କୁଲ ବନ୍ଦ ପରେ ଉପାନ୍ତ ଅଞ୍ଚଳର କରୁଣ ଚିତ୍ର : ଜଙ୍ଗଲରୁ କାଠ ସଂଗ୍ରହ କରୁଛନ୍ତି ପିଲା
ସଇଁନ୍ତଲା, (ଅଜିତ କୁମାର ସାହୁ) : ଦୀର୍ଘ ୮ ମାସରୁ ଅଧିକ ସମୟ ହେବ କରୋନା ଯୋଗୁଁ ସ୍କୁଲରେ ପଡ଼ିଛି ତାଲା । ତେବେ ସ୍କୁଲ ବନ୍ଦ ପରେ ବଦଳି ଯାଇଛି ଗ୍ରାମାଞ୍ଚଳର ଦୃଶ୍ୟ । ନା ପିଲା ମାନେ ଘରେ ବସି ପାଠ ପଢୁଛନ୍ତି ନା ପଢିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । କିନ୍ତୁ ଏବେ ବହି ପଢିବା!-->…
Read More...
Read More...