Browsing Tag

pib news

ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚୀନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ : ସୁରକ୍ଷା ପରିସ୍ଥିତିର…

ଅତ୍ୟଧିକ ପ୍ରତିକୂଳ ପରିବେଶ ଏବଂ କଠିନ ପରିସ୍ଥିତିରେ ବୀରତା ଏବଂ ଦୃଢ଼ ସଂକଳ୍ପର ସହିତ ଦେଶକୁ ସୁରକ୍ଷା ପ୍ରଦାନ କରୁଥିବାରୁ ସୈନିକମାନଙ୍କୁ ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀବରଫାବୃତ ସିଆଚୀନ ଗ୍ଳାସିୟରରେ ଆମ ସୈନିକଙ୍କ ସାହସିକତା ଏବଂ ଦୃଢ଼ ସଙ୍କଳ୍ପ ଭବିଷ୍ୟତ ପିଢ଼ିଙ୍କୁ ସଦା ସର୍ବଦା
Read More...

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପାଗ ସ୍ୱାଭାବିକ ରହିବା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ

• ନିର୍ବାଚନର ପ୍ରତ୍ୟେକ ପର୍ଯ୍ୟାୟ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଉପରେ ନଜର ରଖିବା ପାଇଁ ଟାସ୍କଫୋର୍ସ ଗଠନ କଲେ ନିର୍ବାଚନ ଆୟୋଗ• ଆଇଏମ୍‌ଡି, ଏନ୍‌ଡିଏମ୍‌ଏ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସହିତ ନିର୍ବାଚନ ଆୟୋଗଙ୍କ ବୈଠକ ଭୁବନେଶ୍ୱର, (ପିଆଇବି) : ଚଳିତ ମାସ ୨୬
Read More...

ଓଡ଼ିଶାର କଳା କ୍ଷେତ୍ରରେ ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ନାଗରିକ ସମ୍ମାନ ସମାରୋହରେ ପଦ୍ମଶ୍ରୀ…

ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀରେ ଅନୁଷ୍ଠିତ ନାଗରିକ ସମ୍ମାନ ସମାରୋହରେ ରାଷ୍ଟ୍ରପତି ଓଡ଼ିଶାର କଳା କ୍ଷେତ୍ରରେ ଯୋଗଦାନ ପାଇଁ ଉଭୟ ବିନୋଦ କୁମାର ପଶାୟତ ଓ ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ପୁରସ୍କାର ବିଜେତାଙ୍କ ଜୀବନ ଓ କୃତି ସମ୍ପର୍କରେ
Read More...

ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ଅଧିକ ମତଦାନ

୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣଉତ୍ତର-ପୂର୍ବାଞ୍ଚଳ ସମେତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସରିଛି ମତଦାନବସ୍ତରର ୫୬ଟି ଗାଁରେ ଏବଂ ଗ୍ରେଟ୍ ନିକୋବରର ଶୋମ୍ପେନ ଜନଜାତିରେ ପ୍ରଥମ ଥର ପାଇଁ ମତଦାନ ହୋଇଛିବହୁ ସଂଖ୍ୟକ ପ୍ରଥମ ଥର ମତଦାତା
Read More...

ଏଲ୍‌ସିଏ ତେଜସ୍‌ ଏମ୍‌କେ୧ଏ ପାଇଁ ସ୍ୱଦେଶୀ ଲିଡିଂ ଏଜ୍ ଆକ୍ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ…

ନୂଆଦିଲ୍ଲୀ, (ପିଆଇବି) : ଡିଆର୍‌ଡିଓର ଏରୋନ୍‌ଟିକାଲ୍‌ ଡେଭ୍‌ଲପ୍‌ମେଣ୍ଟ ଏଜେନ୍ସି (ଏଡିଏ) ସ୍ୱଦେଶୀ ଲିଡିଂ ଏଜ୍ ଆକ୍‌ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ ବ୍ୟାଚ୍ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍)କୁ ହସ୍ତାନ୍ତର କରିଛି । ବର୍ତ୍ତମାନର ୮୩ ଏଲ୍‌ସିଏ ତେଜସ୍‌
Read More...

ମତଦାନ ଆରମ୍ଭରୁ ମତଦାତାଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ : ମିଳିଲା ଉତ୍ସାହଜନକ ରିପୋର୍ଟ ଓ ଭିଡିଓ

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅପରାହ୍ଣ ଗୋଟାଏ ସୁଦ୍ଧା ଉଲ୍ଲେଖନୀୟ ହାରରେ ହେଲା ମତଦାନସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତରେ ଭୋଟରମାନେ ଉତ୍ସବର ଭାବନା ନେଇ କଲେ ମତଦାନ ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ସାଧାରଣ ନିର୍ବାଚନର ପ୍ରଥମ
Read More...

ଦ୍ୱିତୀୟ ପର୍ଯ୍ୟାୟର ୨୫୦ରୁ ଅଧିକ ପର୍ଯ୍ୟବେକ୍ଷକଙ୍କ ସହ ଭିଡିଓ କନଫରେନ୍ସିଂ କରି ନିର୍ବାଚନ କମିଶନ ସୁରୁଖୁରୁରେ, ଅବାଧ…

୨୬ ଏପ୍ରିଲ ୨୦୨୪ରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବବିଶେଷ କରି ଗରମର ମୁକାବିଲା କରିବା ପାଇଁ ମତଦାନ କେନ୍ଦ୍ରରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରିବା ନିମନ୍ତେ ନିର୍ଦ୍ଦେଶ ନୂଆଦିଲ୍ଲୀ, (ପିଆଇବି)
Read More...

ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଏକମାସ ପରେ ସ୍ଥିତି ଜଣାଇଲେ ନିର୍ବାଚନ ଆୟୋଗ

● ସମସ୍ତ ଦଳ/ପ୍ରାର୍ଥୀଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉଛି; ସମସ୍ତଙ୍କୁ ସମାନ ସୁଯୋଗ ଯୋଗାଇ ଦେବା ଏକମାତ୍ର ମାର୍ଗଦର୍ଶିକା● ଆଇନଗତ - ନ୍ୟାୟିକ ପ୍ରକ୍ରିୟାକୁ ଅତିକ୍ରମ କରିବା କିମ୍ବା ଏଥିପାଇଁ ଚେଷ୍ଟା କରିବେ ନାହିଁ ଆୟୋଗ● ସତର୍କତାକୁ ଆହୁରି କଡ଼ାକଡ଼ି କରାଯିବ ଏବଂ
Read More...

୭୫ ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ପ୍ରଲୋଭନ ସାମଗ୍ରୀ ଜବତ କଲେ ନିର୍ବାଚନ ଆୟୁକ୍ତ

● ୨୦୨୪ ସାଧାରଣ ନିର୍ବାଚନ ସମୟରେ ମତଦାତାଙ୍କୁ ପ୍ରଲୋଭନ ବିରୋଧରେ ନିର୍ବାଚନ ଆୟୁକ୍ତଙ୍କ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଜାରି● ଅର୍ଥବଳ ଉପରେ ନିର୍ବାଚନ ଆୟୁକ୍ତଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ମାର୍ଚ୍ଚ ପହିଲାରୁ ଦୈନିକ ୧୦୦ କୋଟି ଟଙ୍କା ଲେଖାଏଁ ଜବତ● ମତଦାନ ଆରମ୍ଭ ହେବା ପୂର୍ବରୁ ଜବତ
Read More...

୧୯ ଏପ୍ରିଲରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ମତଦାନ

୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଅରୁଣାଚଳ ଓ ସିକ୍କିମର ୯୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ଭୋଟ୍ ଗ୍ରହଣଏପ୍ରିଲ ୧୯, ୨୦୨୪ରେ ସୁରୁଖୁରୁରେ, ଅବାଧ ଏବଂ ନିରପେକ୍ଷ ମତଦାନ ସୁନିଶ୍ଚିତ କରିବାକୁ ୩୫୦ରୁ ଅଧିକ ପର୍ଯ୍ୟବେକ୍ଷକଙ୍କୁ ନିର୍ବାଚନ
Read More...