Browsing Tag

padampur news

ପାଇକମାଲ ହାଇସ୍କୁଲରେ ଅପରାଧିକ ଆଇନ ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଡଃ. ଦ୍ୱାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ଥାନା…
Read More...

ବୁଡାମାଲ ଠାରେ ନାବାର୍ଡ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ଗାୟତ୍ରୀ କଲ୍ୟାଣ ମଣ୍ଡପ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳିତ ହୋଇଯାଇଛି । ନାବାର୍ଡ ବରଗଡ଼ ଜିଲ୍ଲା ପ୍ରବନ୍ଧକ ହଟ କିଶୋର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...

ଅସହାୟଙ୍କୁ ନୃସିଂହନାଥ ଦର୍ଶନ କରାଇଲେ ସମାଜସେବୀ ସୁବ୍ରତ ବିର୍ତ୍ତିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରୟାଗରାଜରେ ହେଉଥିବା ମହାକୁମ୍ଭ ମେଳା ସମାପନ ହୋଇଛି । ବିଶ୍ୱାସ ଅଛି ତ୍ରିବେଣୀ ସଂଗମରେ ବୁଡ ପକେଇଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ଏହା ସହିତ ବୁଡ଼ ପକାଇ ଫେରିବା ପରେ ଅନେକ ଲୋକ ନିଜ ନିଜ ଘରେ ଭୋଜନ ବ୍ୟବସ୍ଥା କରିଥାନ୍ତି ଆତ୍ମିୟ ମାନଙ୍କୁ…
Read More...

ଆଉ ଶୁଭୁନି ଗାଁ ଗଣ୍ଡାରେ ଶଗଡ଼ ଗାଡ଼ିର କେଁ କଟର ଶବ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାସ୍ତାରେ ଗଡୁନି ଶଗଡ଼ ଗାଡ଼ି ଆଉ ଶୁଭୁନି ଶଗଡ଼ ଗାଡ଼ିର କେଁ କଟର ଶବ୍ଦ କମିଯାଉଛି ଚାଷୀଙ୍କ ହଳ ବଳଦର ଶୁଭୁନି ସେ ହମ୍ବା ରଡ଼ି । ଦିନେ ସମୟ ଥିଲା ଗାଁ ଗଣ୍ଡାରେ ବାସ କରୁଥିବା ମହାଜନ ତଥା ସାହୁକାର ଶ୍ରେଣୀର ଶଗଡ଼ ଗାଡ଼ି ମୁଖ୍ୟ ପରିଚୟ ଥିଲା ।…
Read More...

ବିଜେପିର ପଦ୍ମପୁର ବିଧାନ ସଭା ସ୍ତରୀୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଭାରତୀୟ ଜନତା ପାର୍ଟି ଜଗଦଲପୁର ମଣ୍ଡଳର କୁମୀର ଗ୍ରାମ ଠାରେ ଜଗଦଲପୁର ପୂର୍ବତନ ମଣ୍ତଳ ସଭାପତି ହରେକୃଷ୍ଣ ପଟେଲଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ବିଧାନସଭା ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
Read More...

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା ସଂକଳ୍ପ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ସମବାୟ ବ୍ୟାଙ୍କ ସମ୍ମୁଖରେ ମୁର୍ମୁଷ ଅବସ୍ଥାରେ ଅଚେତ ହୋଇ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ପଦ୍ମପୁର ପୋଲିସ କର୍ମଚାରୀ ଅଭିମନ୍ୟୁ ସାହୁଙ୍କ ଠୁ ଖବର ପାଇ ସଂକଳ୍ପ ପରିବାର ବରଗଡର ସଦସ୍ୟ ଆୟୁଷ୍ମାନ ବାରିକ, ବବଲୁ ସାହୁ, ନିରାକାର…
Read More...

୧୬ କଫ ସିରଫ ଜବତ, ଜଣେ ମହିଳା ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ପୁଲିସ ୧୬ ଗୋଟି କଫ ସିରଫ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ପାଇକମାଲ ଶକ୍ତିନଗର ପଡାର ଲିଲି ରାଓ(୨୮) ସ୍ୱାମୀ ଦୀନେଶ ରାଓ । ସୂଚନା ଅନୁସାରେ ଆଜି ଏସ୍‌ଆଇ ଓ ପୁଲିସ କର୍ମଚାରୀ…
Read More...

କୁଲିଆରୀ ଠାରେ ନୂତନ ଅପରାଧିକ ଆଇନ ଉପରେ ଗାଇସିଲେଟ ପୋଲିସ ପକ୍ଷରୁ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ଅପରାଧିକ ଆଇନ ଉପରେ ଗାଇସିଲେଟ ପୋଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂସଦରେ ପାରିତ ଭାରତୀୟ ଦଣ୍ଡ ସଂହିତା, ନାଗରିକ ସଂହିତା, ଓ ସାକ୍ଷ୍ୟ ବିଧି ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ଗାଇସିଲେଟ ଥାନା ପୋଲିସ ପକ୍ଷରୁ ଏକ ସଚେତନତା…
Read More...

ମାଣ୍ଡୋସିଲ କ୍ରିକେଟ କପ୍ : ବାଲିପଟାକୁ ହରାଇ ମାଣ୍ଡୋସିଲ ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଖେଳପଡିଆ ଠାରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟରେ ଘରୋଇ ମାଣ୍ଡୋସିଲ ଦଳ ଚମ୍ପିୟାନ ହୋଇଛି । ଏମ୍‌ସିସି ମାଣ୍ଡୋସିଲ ଓ ବାଲିପଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବାଲିପଟା ଟସ୍ ଜିଣି…
Read More...

ଏପ୍ରିଲ ୩ ତାରିଖ ହେବ ସିରଜିନା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କଚେରୀ ପରିସର ମଧ୍ୟରେ ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୋଜରାଜ ବୁଡ଼େକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସିରଜିନା ମହୋତ୍ସବ ଆସନ୍ତା ଏପ୍ରିଲ ମାସର ୩ ତାରିଖରେ ଭେଉଁରିଆ…
Read More...