ମାଣ୍ଡୋସିଲ କ୍ରିକେଟ କପ୍ ଲଖନାକୁ ହରାଇ ସେମିରେ ବାଲିପଟା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପରେ ୪ଟି ମ୍ୟାଚ ଖେଲାଯାଇଛି । ପ୍ରଥମ ମ୍ୟାଚରେ ବଖରମାଲକୁ ହରାଇ ଡୁଡୁକିଝରିଆ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଡୁଡୁକିଝରିଆକୁ ହରାଇ ଲଖନା ବିଜୟୀ!-->…
Read More...
Read More...