Browsing Tag

padampur news

ବୀଣାକାଳିଆ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମର ସଚେତନ ହେମା ଅନୁଷ୍ଠାନ ଦ୍ୱାରା ବ୍ଲକ କଳା ସଂସ୍କୃତି ସଙ୍ଘର ଆନୁକୂଲ୍ୟରେ ମୁଣ୍ଡୋମହୁଲ, ଲେଦ୍ରାପାଳି ପରି ଡ଼ଙ୍ଗର ତଳ ଜାଗାମାନଙ୍କରେ ବଜ୍ରପାତ ଓ ସାପ କାମୁଡା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ପଦ୍ମପୁର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସୁନାବେଶରେ ଚତୁର୍ଦ୍ଧା ମୂର୍ତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜଗତର ନାଥ ଜଗନ୍ନାଥଙ୍କର ୧୨ମାସରେ ତେର ଜାତ ତେବେ ପ୍ରତିଟି ପର୍ବରେ କିନ୍ତୁ ଭକ୍ତଙ୍କୁ ନିଜର ବିଭିର୍ଣ୍ଣ ଅଲୌକିକ ମାଙ୍ଗଳିକ ବେଶରେ ଦର୍ଶନ ଦେଇଥାନ୍ତି ପ୍ରଭୁ ତେବେ ପ୍ରତିବର୍ଷ ବାହୁଡ଼ାଯାତ୍ରାର ପର ଦିନ ଶ୍ରୀ ହରିଶୟନ ଏକାଦଶୀରେ ରଥ ଉପରେ
Read More...

ନୃସିଂହନାଥରେ ପହଞ୍ଚିଲେ ତିନି ଠାକୁର ବାହୁଡା ଯାତ୍ରା ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ମାଉସିମା ମନ୍ଦିରରୁ ନୃସିଂହନାଥ ଦୀର୍ଘ ୪ କିମି ରଥରେ ତିନି ଠାକୁରଙ୍କୁ ଅପରାହ୍ନ ୩ଟାରେ ରଥରେ ବସାଇ ଟାଣି ଟାଣି ନେଇ ରାତ୍ର ୮ ଟାରେ ନୃସିଂହନାଥ ମନ୍ଦିରକୁ ଅଣା ଯାଇଛି । ସିଆଲିଲତାରେ ରଥ ବନ୍ଧା ଯାଇ ଗୋଟିଏ ପାର୍ଶ୍ବକୁ
Read More...

ନୂତନ ଦୂର୍ଗାପୂଜା ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରଜାପଡା ସ୍ଥିତ ଦୁର୍ଗାପୂଜା କାର୍ଯ୍ୟାଳୟଠାରେ ଦୁର୍ଗାପୂଜା ପ୍ରସ୍ତୁତି ନେଇ ପ୍ରତାପ ମିଶ୍ରଙ୍କ ଅଧକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭ ଗତ ବର୍ଷର ବାର୍ଷିକ ବିବରଣ ପଠନ କରାଯାଇଥିଲା । ପରେ ୨୦୨୫ ପାଇଁ ସାର୍ବଜନୀନ ନୂତନ
Read More...

ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ହାଇସ୍କୁଲ ପରିସରରେ ୭୬ତମ ବନ ମହୋତ୍ସବ ଅବସରରେ ପ୍ରାୟ ୩୦ ଗୋଟି ବିରଳ ପ୍ରଜାତିର ବୃକ୍ଷ ଯଥା ପୁତ୍ରଜିବକ, ଅଶୋକ, ଜମୁ, ସର୍ପାଗନ୍ଧା, ଫଣଫଣା ଓ ପଣସ ଆଦି ରୋପଣ କଲାପରେ ଏକ ସଭା ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ
Read More...

ଅବସରପ୍ରାପ୍ତ ସୈନିକଙ୍କୁ ନିଜ ମାଁ ମାଟିରେ ସମ୍ମାନିତ କଲେ ଅଞ୍ଚଳବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲର ଲକ୍ଷ୍ମୀକାନ୍ତ ପ୍ରଧାନ ଭାରତ ସରକାରଙ୍କ ସ୍ଥଳ ସେନାର କୋର ଅଫ ସିଗ୍ନାଲ ରେଜିମେଣ୍ଟରେ ଅବସର ନେଇ ଗୁରୁବାର ନିଜ ମାଁ ମାଟିକୁ ଫେରିଥିବାରୁ ତାଙ୍କୁ ପାଇକମାଳ ତଥା ଅଞ୍ଚଳବାସୀ ସ୍ୱାଗତ କରିଥିଲେ । ଶ୍ରୀ ପ୍ରଧାନ ପାଇକମାଳ
Read More...

ବିପଦକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାର୍ସଫର୍ମର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗାଁର ପତ୍ରାଗୁଡା ଯିବା ଛକ ନିକଟରେ ବିଦ୍ୟୁତ ବିଭାଗ ତରଫରୁ ୧୦୦କେଭିର ଟ୍ରାନ୍ସଫର୍ମର ଲାଗିଛି କିନ୍ତୁ ଟ୍ରାନ୍ସଫର୍ମରଠାରେ ମୁଖ୍ୟ ସ୍ୱିଚ କିମ୍ବା କୋଟଆଉଟ ମଧ୍ୟ ଲାଗି ନାହିଁ ବର୍ତ୍ତମାନ
Read More...

ନୂତନ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଭାରତୀୟ ଜନତା ପାର୍ଟି ମଣ୍ଡଳର ନୂତନ ସଭାପତି ଭାବେ ଯତୀନ ସାହୁ (ଜିତୁ) ମନୋନୀତ ହୋଇଛନ୍ତି । ତେଣୁ କର୍ମୀମାନଙ୍କ ମନରେ ଉତ୍ସାହ ଦେଖା ଦେଇଛି । ଜଣେ ଯୁବ ପ୍ରତିଭା, କର୍ମଠ ନୂତନ ଦାୟିତ୍ୱ ନେଇଥିବା
Read More...

ନୃଂସିନାଥରେ ମେଗା ବୃକ୍ଷ ରୋପଣ ସହ ନୃସିଂହ ବନ ପ୍ରତିଷ୍ଠା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଗ୍ରୀନ ମହାନଦୀ ମିଶନ, ସହରାଞ୍ଚଳରେ ବୃକ୍ଷ ରୋପଣ ଯୋଜନା ଅନୁସାରେ ବରଗଡ ଜିଲା ପବିତ୍ର ନୃସିଂହନାଥ ମନ୍ଦିର ନିକଟରେ ପାଞ୍ଚ ଏକର ଜମି ବିଶିଷ୍ଠ ଏରିଆରେ ନୃସିଂହ ବନ ପ୍ରତିଷ୍ଠା କରାଯାଇ ଏଠାରେ ପାଞ୍ଚ ହଜାର ଗଛ ଲଗାଯିବାର ଯୋଜନା
Read More...

ପାଇକମାଲ ପାନ ଦୋକାନରୁ ଚୋରୀ ସାଇକଲ ଚୂହାପାଳିରେ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଡାକ୍ତରଖାନା ସମ୍ମୁଖରେ ଥିବା ପାନ ଦୋକାନୀ ନାରାୟଣ ସାହୁର ସାଇକଲ ସୋମବାର ଅପରାହ୍ନ ୪ଟାରେ ଚୋରୀ ହୋଇଥିଲା, ଶ୍ରୀ ସାହୁ ପାଇକମାଳ ଥାନାରେ ଲିଖିତ ଅଭିଯୋଗ ପରେ କେଶ ନ ୧୪୨/୨୫ ଅନୁସାରେ ଧାରା ୩୦୩(୨) ବିଏନଏସ ମାମଲା
Read More...