Browsing Tag

padampur news

ସର୍ଗିବାହାଲ ସରସ୍ଵତୀ ଶିଶୁମନ୍ଦିରଠାରେ ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁମନ୍ଦିରଠାରେ ଚଳିତ ବର୍ଷ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଘେଁସ ବନାଞ୍ଚଳ ସର୍ଗିବାହାଲ ବନବିଭାଗର ଫରେଷ୍ଟ
Read More...

ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ଓ ସିଆରସିସି ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଏବଂ ସିଆରସିସି ସମ୍ମିଳନୀ ବିଇଓ ଅଦନ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୪୮ ଜଣ ପ୍ରଧାନ ଶିକ୍ଷକ ଏବଂ ସି ଆର ସି ସି
Read More...

ପଦ୍ମପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ
Read More...

ମୁହୁରୀ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ରାଜଧାନୀ ଟାଉନ୍ ହଲରେ, ସଙ୍ଗୀତ ସମିତି ପଦ୍ମପୁର ଆନୁକୁଲ୍ୟରେ ୫ମ ବୋରା ସମ୍ବର ମୁହୁରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଇ ଅବସରରେ ବୋରା ସମ୍ବରର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ କଳାକାରମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ
Read More...

ଶିକ୍ଷାଦାନ ପରିବର୍ତ୍ତେ ଉଚ୍ଚ ଅଧିକାରୀଙ୍କ ସେବାରେ ନିୟୋଜିତ ସିଆରସିସି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଶିକ୍ଷାରମାନ ଉର୍ଦ୍ଧ୍ଵରେ ଥିବା ସମୟରେ ପାଇକମାଲ କ୍ଲଷ୍ଟରରେ ଶିକ୍ଷାର ଗତି ତଳ ମୁହାଁହେଉଛି । ସର୍ବାଗ୍ରେ ସିଆରସିସି ରଞ୍ଜନ ବାଗ ଚର୍ଚ୍ଚାରେ ଅଛନ୍ତି । ଅଦନ ସୁନା ଶିକ୍ଷା ଅଧିକାରୀ ଭାବରେ ପାଇକମାଲରେ ଯୋଗଦାନ
Read More...

କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ସେବାଶ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟେମରୀର ସହକାରୀ ଶିକ୍ଷକ ଡୋଳାମଣି ପ୍ରଧାନଙ୍କ କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଯୁବରେଡକ୍ରସ ଓ ଏନ୍ଏସ୍ଏସର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ
Read More...

ଆସନ୍ତା ୧୬ରେ ସହୟୋଗର ଦ୍ୱିତୀୟ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତଥା ପଦ୍ମପୁର ଉପଖଣ୍ଡର ଏକ ଅଗ୍ରଣୀ ଅନୁଷ୍ଠାନ "ସହୟୋଗ" ଦ୍ୱିତୀୟ ବର୍ଷରେ ପାଦ ଥାପିବାକୁ ଯାଉଛି । ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ଝାଙ୍କରପାଳିଠାରେ ବିରାଟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ଆସନ୍ତା ୧୬ ତାରିଖ
Read More...

ପାଇକମାଲ ଲାୟନ୍ସ କ୍ଲବ ଦ୍ଵାରା ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଶକ୍ତିନଗର ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୬ତମ ବନ ମହୋତ୍ସବ ଲାୟନ୍ସ କ୍ଲବର ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲମ୍ବୋଦର ଭୋଇଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ
Read More...

ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟି ସଦସ୍ୟ ଭାବେ ମନୋନୀତ ହେଲେ ହରିହର ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ହରିହର ସାହୁଙ୍କୁ ଭାରତ ସରକାରଙ୍କ ସଂଚାର ମନ୍ତ୍ରଣାଳୟ ଦୂର ସଂଚାର ବିଭାଗ, ପି.ଏଚ.ପି ଅନୁବିଭାଗ ମହାନଗର ଭବନ ନୂଆଦିଲ୍ଲୀ ରୁ ମନୋନୀତ କରାଯାଇଥିବା ସୂଚନା ରହିଛି । ଏହି ଅବସରରେ ହରିହର ସାହୁଙ୍କ
Read More...