Browsing Tag

padampur news

ଝାରବନ୍ଧ ସାମ୍ବାଦିକ ସଂଘ ଭବନ ପ୍ରତିଷ୍ଠା ବାର୍ଷିକ ଉତ୍ସବ

ଜିଲ୍ଲା ସାମ୍ବାଦିକଙ୍କ ବନ୍ଧୁ ମିଳନ ଓ ବୃକ୍ଷରୋପଣ  ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ସାମ୍ବାଦିକ ଭବନ ପ୍ରତିଷ୍ଠା ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମ୍ବାଦିକ ଭବନଠାରେ ଏକ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ସାମ୍ବାଦିକ
Read More...

ଛାତ୍ରୀ ସୁରକ୍ଷା ବିଷୟକୁ ନେଇ ପ୍ରଶାସନର ଦ୍ୱାରସ୍ଥ ହେଲା ଏବିଭିପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଛାତ୍ରୀ ସୁରକ୍ଷା ବିଷୟକୁ ନେଇ ପଦ୍ମପୁର ପ୍ରଶାସନ ପାଖରେ ଦାବିପତ୍ର ପ୍ରଦାନ କରାଯାଇଛି । ବିଗତ ଦିନରେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଭଳି ଗୌରବଶାଳୀ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିଶୁମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରା ଯାଇଥିଲା । ମୂଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ବିଦ୍ଵତ ପରିଷଦର ସଭାପତି ଡ଼ଃ ବାଞ୍ଛାନିଧି
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମହିଳା ସଚେତନତା ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବନବାସୀ ଜନକଲ୍ୟାନ ଆଶ୍ରମ ଓଡ଼ିଶା ଦ୍ଵାରା ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ମହିଳା ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ପ୍ରବକ୍ତା ଭାବେ ମନୋରମା ମିଶ୍ର, ଓଡ଼ିଶା ପ୍ରାନ୍ତ ମହିଳା
Read More...

ପଦ୍ମପୁର ଉପଖଣ୍ଡରେ ଓଡିଶା ବନ୍ଦ ସଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ କଂଗ୍ରେସ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରାରେ ସମଗ୍ର ଓଡିଶା ବନ୍ଦ ରହିଥିବା ବେଳେ ଆଜି ପଦ୍ମପୁରରେ ତାହାର ପ୍ରଭାବ ଦେଖିବାକୁ
Read More...

ଜମଲା ଡିଗ୍ରୀ କଲେଜରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ଡିଗ୍ରୀ କଲେଜ ଜମଲାରେ ଏକ ଦିବସୀୟ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡକ୍ଟର ସ୍ଵାଧୀନ ଚନ୍ଦ୍ର ପଧାନଙ୍କ ତତ୍ତ୍ଵାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ
Read More...

ଆସନ୍ତାକାଲି ପଦ୍ମପୁର ନିର୍ବାଚନ ମଣ୍ଡଳୀ ବନ୍ଦ ନେଇ କଂଗ୍ରେସ ଦଳ ପକ୍ଷରୁ ସୂଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା କାଲି ଓଡ଼ିଶା କଂଗ୍ରେସ ପକ୍ଷରୁ ସାରା ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବନ୍ଦ ଡାକରା ଦେଇଛି କଂଗ୍ରେସ । ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅସହାୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଉଦ୍ୟମ ପରେ
Read More...

ପାଇକମାଲ ଲୟନ୍ସ କ୍ଲବର ଶପଥ ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାୟନ୍ସ କ୍ଲବ ନୃସିଂହନାଥର ନୂତନ ଭାବରେ ମନୋନୀତ କମିଟିର ଶପଥ ଗ୍ରହଣୟ ସମାରୋହ ସ୍ଥାନୀୟ ଦାଦିଜୀ ହୋଟେଲ ଠାରେ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଶ୍ୟାମଲାଲ ପ୍ରଧାନ ସଂଯୋଜନା କରିଥିବା ବେଳେ ନନ୍ଦଲାଲ ନାୟକ
Read More...

ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ କର୍ମସ୍ଥଳୀରେ ନାରୀମାନଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ ତଥା ନାରୀ ସୁରକ୍ଷା ସଂପର୍କୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ନୃସିଂହନାଥରେ ଝାଙ୍କର ଡେରା ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀ ପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବିଭିନ୍ନ ଗ୍ରାମରେ ତଥା ବୋଡାସମ୍ବର ଅଂଚଳରେ କାର୍ଯ୍ୟରତ ଝାଙ୍କର ମାନେ (ଗ୍ରାମ୍ୟ ଦେବା ଦେବୀ ପୂଜକ) ନୃସିଂହନାଥଠାରେ ଏକ ଝାଙ୍କର ଡେରା (ବିଶ୍ରାମସ୍ଥଳୀ) ନିର୍ମାଣ ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଏକ ଦାବୀ ପତ୍ର ପ୍ରଦାନ
Read More...