Browsing Tag

padampur news

ଭିନ୍ନକ୍ଷମ ବ୍ୟକ୍ତି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଅସହାୟ ବ୍ୟକ୍ତିମାନଙ୍କର ସାମାଜିକ ସୁରକ୍ଷା ନିମେନ୍ତ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଅଫିସର ବାବୁମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ପ୍ରକୃତ ହିତାଧିକାରୀମାନେ ମୌଲିକ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି…
Read More...

ଜର୍ଜଗଡରେ ଦୁର୍ଗାପୂଜା କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ତହସିଲ ଅଫିସ ନିକଟସ୍ଥ ଜର୍ଜଗଡ଼ରେ ଆଜି ୨୨ ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ମାଆ ଭଉଣୀମାନେ ୧୦୮ କଳସରେ ପବିତ୍ର ପାଣି ନୃସିଂହନାଥ ଝରଣାରୁ ଆଣି ପୂଜା ମଣ୍ଡପରେ ସ୍ଥାପନ…
Read More...

ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସମାଜର ନଁଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତୈଳିକ ବୈଶ୍ୟ (ସାହୁ) ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନୃସିଂହନାଥ ସ୍ଥିତ ସ୍ୱ-ଜାତୀୟ ଧର୍ମଶାଳାଠାରେ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ…
Read More...

ଡଙ୍ଗାଘାଟରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ର ସ୍ଵେଚ୍ଛାସେବୀ ଚୂଡ଼ାମଣି ସାହୁ ଓ ଜଗଦୀଶ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଉପଖଣ୍ଡ ଡଙ୍ଗାଘାଟ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ଗ୍ରାମବାସୀ ତଥା ବିର…
Read More...

ସାଧାରଣରେ ଅଭିଯୋଗ : ଲୋକଙ୍କ ଆଶା ଭାଙ୍ଗୁଛି ପାଇକମାଲ ୟୁକୋ ବ୍ୟାଙ୍କ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ଅଗ୍ରଣୀ ୟୁକୋ ବ୍ୟାଙ୍କ ଏହି ଅଞ୍ଚଳର ଲୋକମାନଙ୍କ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳର ଲୋକମାନଙ୍କର ଭରସା ବ୍ୟାଙ୍କ ଉପରେ ଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ଫେରି ଯାଉଛନ୍ତି ବୋଲି…
Read More...

ପାଇକମାଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଗେଟ୍ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବିଦ୍ୟାଳୟରେ ଏକ ସିଲଭର ଜୁବୁଲି ଗେଟ ନିର୍ମାଣ କରାଯାଇଥିଲା । ଉକ୍ତ ଗେଟ୍‌କୁ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା…
Read More...

ସିଆରପିଏଫ୍‌ ଦ୍ୱାରା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ଦମନ ପାଇଁ ସରକାରଙ୍କର ତରଫରୁ ପଦ୍ମପୁର ଉପଖଣ୍ଡର ଅନେକ ସ୍ଥାନରେ ସିଆରପିଏଫର ୧୮୯ ବଟାଲିଅନର ଯବାନ ମାନଙ୍କୁ ମୁତୟନ କରାଯାଇଛି । ମୁଖ୍ୟତଃ ପଦ୍ମପୁର ଉପଖଣ୍ଡର ପାଇକମାଲ, ବରତୁଣ୍ଡା, କେର୍ମେଲାବାହାଲ ଓ ଜଗଦଲପୁର…
Read More...

ପଦ୍ମପୁର ରାଜବାଟୀର ପ୍ରାଚୀନ ଦୂର୍ଗା ମଣ୍ଡପ ନୂଆ ରୂପ ନେଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀର ଅତି ପ୍ରାଚୀନ ଦୂର୍ଗାପୂଜା ମଣ୍ଡପକୁ ଏ ବର୍ଷଠାରୁ ନୂଆ କଲେବର ସ୍ଥାୟୀ ମଣ୍ଡପରେ ପରିଣତ କରାଯାଇଛି । ପଦ୍ମପୁର ସହରର ବିଶିଷ୍ଠ ଶିଳ୍ପପତି ଅମରଦୀପ ଅଗ୍ରଓ୍ବାଲଙ୍କ ସମ୍ପୂର୍ଣ୍ଣ ଉଦ୍ୟମ ଓ ହାତରୁ ସମସ୍ତ ଅର୍ଥ ଖର୍ଚ୍ଚ…
Read More...

ଜିଲ୍ଲାସ୍ତରୀୟ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକମାନଙ୍କ ଆଶୀର୍ବାଦ ସମ୍ମିଳନୀ 

ପଦ୍ମପୁର, (ନିରୋଜ କୁମୋର ପାଣୀ) : ନୃସିଂହନାଥ ସଂସ୍କୃତ ବିଦ୍ୟା ନିକେତନ ପରିସରରେ ଜିଲ୍ଲା ସ୍ତରୀୟ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକମାନଙ୍କ ଆଶୀର୍ବାଦ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁରେଶ ଚନ୍ଦ୍ର ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଶର୍ବାଦ ସମ୍ମିଳନୀରେ…
Read More...

ନବନିର୍ମିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ଜୋଖିପାଲି ଗ୍ରାମରେ ଗତକାଲି ନବ ନିର୍ମିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର କୋଠାଘରକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ମାନ୍ୟବର ବିଧାୟିକା ରୀତା ସାହୁ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ…
Read More...