Browsing Tag

padampur news

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତା ଅଭିଯୋଗ : ଆମରଣ ଅନଶନରେ ବସିବେ ହିତାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୨୦ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ଲକ୍ଷ୍ୟରେ ଗରିବ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଘର ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇକମାଲ ବ୍ଲକରେ ବ୍ୟାପକ ଅନିୟମିତତା
Read More...

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ପ୍ଲାଟିନମ ଜୁବ୍‌ଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବ୍‌ଲି ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଇହଲିଳା ସମ୍ଭରଣ କରିଥିବା ପୁରାତନ ଛାତ୍ର ଶୁଭ ସିଂ ଡନସନା,
Read More...

ପଦ୍ମପୁର ବ୍ଲକ କଂଗ୍ରେସ ପକ୍ଷରୁ ଆଗାମୀ ପଞ୍ଚାୟତ ନିର୍ବାଚନ ରଣନୀତି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପବିତ୍ର ଶୈବପୀଠ କଣ୍ଠେଶ୍ୱରପୁର ଠାରେ ପଦ୍ମପୁର ବ୍ଳକ କଂଗ୍ରେସ ଦଳର ସଭାପତି ଚମ୍ପକେଶ୍ୱର ପୁରୋହିତଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତିର ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ
Read More...

ଏଏସ୍‌ଆଇ ଦୀପ୍ତିମୟୀଙ୍କ ପାଖକୁ ଶୁଭେଚ୍ଛାର ସୁଅ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁର ଦେବତା ପରିବାର ବହୂ ତଥା ଡାକ୍ତର ନିର୍ମଲ କୁମାର ଦେବତାଙ୍କ ପତ୍ନୀ ଶ୍ରୀମତୀ ଦିପ୍ତିମୟୀ ମିଶ୍ର ବିଗତ ଦୁଇ ବର୍ଷ ହେଲା ବରଗଡ଼ ଟାଉନ ଥାନାରେ ଏଏସ୍‌ଆଇ ପଦବୀରେ କାର୍ଯ୍ୟରତ ଅଛନ୍ତି । ଆଜି
Read More...

ଦହିତା ମଣ୍ଡଳରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଦହିତା ମଣ୍ଡଳ ଦହିତା ଫୁଟବଲ ପଡିଆ ଠାରେ ମଣ୍ଡଳ ସଭାପତି କେତନ ମେହେରଙ୍କ ଅଧକ୍ଷତାରେ ଭାରତୀୟ ଜନତା ପାର୍ଟିର ଏକ ମଣ୍ଡଳ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି
Read More...

ବିଶ୍ୱ କ୍ରୀଡା ଦିବସରେ ପଦ୍ମପୁରରେ ସାଇକେଲ ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଶ୍ୱ କ୍ରୀଡା ଦିବସ । ପଦ୍ମପୁର ମାରୱାଡି ଯୁବମଞ୍ଚ ତରଫରୁ ପଦ୍ମପୁର ସହରରେ ବିଶ୍ୱ କ୍ରୀଡା ଦିବସ ପାଳିତ ହୋଇଯାଇଛି । କ୍ରୀଡାପ୍ରେମୀ ତଥା କ୍ରୀଡାବିତମାନଙ୍କୁ ଉତ୍ସାହିତ ଓ କ୍ରୀଡା କ୍ଷେତ୍ରରେ ଆଗ୍ରହୀ ହେବା ପ୍ରୟାସରେ ଯୁବଗୋଷ୍ଠୀ ମାନଙ୍କୁ ନେଇ
Read More...

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଅକ୍ସିଜେନ ପ୍ଲାଣ୍ଟର ସମୀକ୍ଷା କରିବା ସହିତ ଡାକ୍ତରଖାନାର ବିଭିନ୍ନ ୱାର୍ଡ ପରିଦର୍ଶନ କରି ରୋଗୀ ଓ ସେମାନଙ୍କର ପରିଜନ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ବରଗଡ ସାଂସଦ ସୁରେଶ
Read More...

ପଦ୍ମପୁର ସବ୍‌ଡିଭିଜନ ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କଲେ ବିଜେପି ରାଜ୍ୟ ମୁରୁଡି ଅନୁସନ୍ଧାନ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବ୍‌ଡ଼ିଭିଜନରେ ବିଜେପି ରାଜ୍ୟ ଏକ ମରୁଡି ଅନୁସନ୍ଧାନ ଟିମ ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ମରୁଡି ସ୍ଥିତି ପରିଦର୍ଶନ କରିଥିଲେ । ସାରା ରାଜ୍ୟରେ ଏବେ କମ୍‌ ବର୍ଷା ହେଉଥିବାରୁ ବର୍ତ୍ତମାନ ପ୍ରାୟତଃ ସମସ୍ତ ଜାଗାରେ ମରୁଡି କରାଳ ରୂପ ନେବାରେ
Read More...

ସମନ୍ୱିତ ଜଳ ସେଚନ ପ୍ରକଳ୍ପ ଶୀର୍ଷକ ଏକଦିବସୀୟ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ପଂଚାୟତ ସମିତି ସଭା ଗୃହରେ ବଲାଙ୍ଗିର ଜିଲ୍ଲା ଜୋନ-୫ ସହେଯାଗୀ ଅନୁଷ୍ଠାନ ଆଇଆର୍‌ଡିଏମ୍‌ଏସ୍‌ ଦ୍ୱାରା ଆୟୋଜିତ ଓଡିଶା ଜଳବାୟୁ ପରିବର୍ତ୍ତିତ କୃଷି ନିମନ୍ତେ ସମନ୍ୱିତ ଜଳ ସେଚନ ପ୍ରକଳ୍ପ ଶୀର୍ଷକ ଏକ ଦିବସୀୟ ଜିଲ୍ଲା ସ୍ତରୀୟ
Read More...

ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ କୋଭିଡ ନିୟମ ପାଳନ ପୂର୍ବକ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ, ଶ୍ରୀରାମ ମହା ବିଦ୍ୟାଳୟ ରାମପୁର ଓଡ଼ିଆ
Read More...