ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି : ପୁଣି ଆମରଣ ଅନଶନ କରିବାକୁ ଚେତାବନୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେର୍ମେଲାବାହାଲ ପଞ୍ଚାୟତର ବିଜାଡିହି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପ୍ରକୃତ ହିତାଧିକାରୀମାନଙ୍କୁ ଘର ଯୋଗାଇ ନଦେଇ ନାମ ତାଲିକାରୁ ବାଦଦେଇ!-->…
Read More...
Read More...