Browsing Tag

padampur news

ଇ-ପତ୍ରିକା ‘ଲେଦା’ ପ୍ରକାଶ ପାଇଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : କବିମାନଙ୍କ ଭାବନାରୁ ସୃଷ୍ଟି ହୋଇଥିବା କେତେକ ଲେଖାକୁ ନେଇ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସର ପ୍ରଥମ ସଂସ୍କରଣ ଭାବେ ଇ-ପତ୍ରିକା ଲେଦା ଆତ୍ମ ପ୍ରକାଶ କରିଛି । ଏହି ପତ୍ରିକା ପ୍ରତି ୪ ମାସରେ ଥରେ ପ୍ରକାଶ ପାଇବ ବୋଲି ଲେଦାର ସମ୍ପାଦକ ନିରଞ୍ଜନ
Read More...

ବିଜେପୁର ବିକାଶର ଅସଲ ଚିତ୍ର : ପାଣି ପାଇଁ ଡହକ ବିକଳ ମାଝିପାଲି ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏହା କୌଣସି ଉପାନ୍ତ ଅଞ୍ଚଳ କିମ୍ବା କୌଣସି ପଛୁଆ ଜିଲ୍ଲାର ଦୃଶ୍ୟ ନୁହେଁ ଏହା ହେଉଛି ବରଗଡ଼ ଜିଲ୍ଲାର ବହୁ ଚର୍ଚିତ ବିଜେପୁର ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ସୂଚନା ଅନୁସାରେ ଏହି ଦୃଶ୍ୟଟି ହେଉଛି ବିଜେପୁର ବ୍ଲକ ଭାଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ
Read More...

ହିନ୍ଦୀ ଦିବସ ଅବସରରେ ଡକ୍ଟର ଛବିଳ କୁମାର ମେହେର ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ହିନ୍ଦୀ ଦିବସ ଅବସରରେ ଡକ୍ଟର ଛବିଳ କୁମାର ମେହେର ହିନ୍ଦୀ ଭାଷା ସାହିତ୍ୟକୁ ତାଙ୍କ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କଠାରୁ ସମ୍ମାନ ଜନକ 'ରାଜଭାଷା ଗୌରବ ପୁରସ୍କାର' ସକାଶେ ଯୋଗ୍ୟ ବିବେଚିତ ହୋଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା
Read More...

ଗୋଟିଏ ବର୍ଷାରେ ଧୋଇଗଲା ପାଞ୍ଚ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ପୋଖରୀର ଆଡି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ମନରେଗା କାମରେ ଦୁର୍ନୀତି ହେଉଥିବା ଖବର ପ୍ରତ୍ୟେକ ଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ବେଳେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ ଧୂମାଭଟା ଗାଁରେ ମଧ୍ୟ ସାମନାକୁ ଆସିଛି ମନରେଗା ଦୁର୍ନୀତିର ନଗ୍ନଚିତ୍ର । ସୂଚନା
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରଙ୍କ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାର୍ଷିକ ପରୀକ୍ଷାରେ ଅଂଶରାଜ ପ୍ରଧାନ ଯୁକ୍ତଦୁଇ ବିଜ୍ଞାନରେ ଓ ମହମ୍ମଦ ନିଜାମ୍ ଯୁକ୍ତଦୁଇ ବାଣିଜ୍ୟରେ ବରଗଡ ଜିଲ୍ଲାରେ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥିବାରୁ ସେମାନଙ୍କୁ ଭାରତ ବିକାଶ ପରିଷଦ
Read More...

ପଦ୍ମପୁର ଗୌନ୍ତିଆ ଭାରତ ଚନ୍ଦ୍ର ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୋଡ଼ାସମ୍ବର ମାଟିର ଆଉ ଜଣେ ସୁଯୋଗ୍ୟ ସନ୍ତାନ, ଜଣେ ବରିଷ୍ଠ କଳାକାର, ନାଟ୍ୟ ନିର୍ଦେଶକ ଲେଖକ, ସମାଜସେବୀ ତଥା ପଦ୍ମପୁରର ଗୌନ୍ତିଆ ଭାରତ ଚନ୍ଦ୍ର ମେହେରଙ୍କର ଆଜି ପଦ୍ମପୁର ମେହେରପଡ଼ା ସ୍ଥିତ ନିଜସ୍ୱ ବାସଭବନରେ ପରଲୋକ ହୋଇ ଯାଇଅଛି । ଜମିଦାରୀ ସମୟରେ
Read More...

ମାଣ୍ଡୋସିଲଠାରେ ନୂଆଁଖାଇ ଉପଲକ୍ଷେ କବାଡି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ସୋନିଆ ନଗର ବଡ଼ ପଡ଼ିଆ ଠାରେ ନୂଆଖାଇ ଉପଲକ୍ଷେ ଅଣ୍ଡର ୧୯ କବାଡି ଟୁର୍ଣ୍ଣାମେଣ୍ଟ ହୋଇଥିଲା । ଏଥିରେ ୨୦ଟି ଦଳ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ଏ ଅଞ୍ଚଳର ସମାଜସେବୀ ତଥା ବିଶିଷ୍ଟ କଳାକାର ଲଲିତ ଜଗତ
Read More...

ଯୁବନେତା ଚିକିତ୍ସକ କଳଧର ସେଠଙ୍କ ସହ ଅନେକ ବିଜେପିରେ ସାମିଲ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପ୍ରତି ଆକୃଷ୍ଟ ହୋଇ ପଦ୍ମପୁରରୁ ବହୁ ସଂଖ୍ୟାରେ ଯୁବକ ମାନେ ବିଜେପିରେ ସାମିଲ ହେବା ପ୍ରକ୍ରିୟା ଚାଲିଛି । ଆଜି ପଦ୍ମପୁର ଅଞ୍ଚଳ ଜଣେ ଯୁବ ନେତା ତଥା ଚିକିତ୍ସକ କଳଧର ସେଠଙ୍କ ସହ ଅନେକ ବିଜେପିରେ ସାମିଲ ହୋଇଛନ୍ତି । ଆଜି
Read More...

ବିଜେପୁରରେ ପରବାସୀ କୁଟୁମର ନୂଆଁଖାଇ ଉତ୍ସବ : ସମ୍ମାନୀତ ହେଲେ ୭ ପ୍ରତିଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ମଧ୍ୟପଡା କଲ୍ୟାଣ ମଣ୍ଡପଠାରେ ପରବାସୀ କୁଟୁମର ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି । ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ପ୍ରଥମ ଅଧିବେଶନ କପିଲେଶ୍ୱର ଖମାରୀଙ୍କ ସଭାପତିତ୍ଵରେ ଏବଂ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ
Read More...

ରାଜଲକ୍ଷ୍ମୀ ଜ୍ୱେଲର୍ସ ତରଫରୁ ଗ୍ରାହକଙ୍କ ପାଇଁ ଲଟେରୀ ସ୍କିମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ବିଘ୍ନ ବିନାଶକ ଗଣେଶଙ୍କର ପୂଜା ସହ ପର୍ବ ପର୍ବାଣୀର ଆରମ୍ଭ ହୋଇ ଯାଇଥିବା ବେଳେ ଆଗକୁ ପାର୍ବଣ ଏବଂ ତା' ପରେ ଦୀପାବଳିକୁ ନେଇ ଖୁବ ଚଳଚଞ୍ଚଳ ବ୍ୟାପାରି ଠାରୁ ନେଇ ଗ୍ରାହକ । ବିଭିନ୍ନ ସମୟରେ ଲୋକେ ବିଭିନ୍ନ ପ୍ରକାରର ଜିନିଷ ପତ୍ର କିଣା କିଣି
Read More...