ଭାଲୁଡୁଙ୍ଗୁରି ଗ୍ରାମରେ ସବୁଜ ସାଥୀ ଦଳ ଗଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଦହିତା ଗ୍ରାମ ପଞ୍ଚାୟତ ଭାଲୁଡୁଙ୍ଗୁରି ଗ୍ରାମରେ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ୱାନ କ୍ରମେ ଭାଲୁଡୁଙ୍ଗୁରି ବନ ସୁରକ୍ଷା ସମିତି ସଭାପତି ଚୈତନ୍ୟ ବରିହାଙ୍କ ସଭାପତିତ୍ୱରେ ଗ୍ରାମର ଯୁବକମାନଙ୍କ ଏକ ବୈଠକ କଲ୍ୟାଣ ମଣ୍ଡପଠାରେ!-->…
Read More...
Read More...