Browsing Tag

padampur news

ମାନବିକତାର ନିଆରା ପରମ୍ପରା : ଅପରିଚିତ ଲୋକଙ୍କ ଶବକୁ ଚାରିକାନ୍ଧ ଦେଲେ ଦମ୍ପତ୍ତିଙ୍କ ସହ ପୁତ୍ର, କନ୍ୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚିହ୍ନା ନାହିଁ କି ଜଣା ନାହିଁ । ପରିଚିତ ନୁହଁନ୍ତି । ଜାତି ଗୋତ୍ରର ବିଚାର ନାହିଁ । ଆତ୍ମୀୟ ସ୍ୱଜନଙ୍କଠାରୁ ହତାଦର ହୋଇ ନିଃସହାୟ ଭାବେ ମୃତ୍ୟୁବରଣ କରିଥିବା ତିନି ତିନି ଜଣ ବ୍ୟକ୍ତିଙ୍କୁ ଗୋଟିଏ ପରିବାରର ପିତା, ପୁତ୍ର, କନ୍ୟା, ପତ୍ନୀ ଶବକୁ…
Read More...

ମାର୍ଗଶୀର ପୂର୍ଣ୍ଣିମାରେ ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା ଉତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ମନଭଙ୍ଗ ଡ୍ୟାମ ଗନ୍ଧମାର୍ଦ୍ଦନ ପାହାଡ ଶିଖରେ ଆବାହନ କାଳରୁ ଆବିର୍ଭାବ ମା' ଦୁର୍ଗେଇ ଦେବୀଙ୍କ ଯାତ୍ରା ଉତ୍ସବ ଡିସେମ୍ବର ୧୯ ଓ ୨୦ ଦୁଇଦିନ ଧରି ମହାସମାରୋହରେ ଉତ୍ସାହ…
Read More...

ବୀମା କଂପାନୀ ବିରୋଧରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଠାରେ ଫେରାଦ ହେଲା ବିଜେପି କୃଷକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ସବ୍‌ଡିଭିଜନରେ ଖରିଫଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ପାଞ୍ଚ ହଜାର ୬ ଶହ ଚାଷୀଙ୍କ ବୀମା ପଞ୍ଜିକରଣ ଏଚ୍‌ଡିଏଫ୍‌ସି ବୀମା କଂପାନୀ ବେଆଇନ ଭାବେ ବାତିଲ କରି ଦେଇଥିବାରୁ ବିଜେପି କୃଷକ ମୋର୍ଚ୍ଚା…
Read More...

ମୋତିପାଲି ଗ୍ରାମରେ ଲକ୍ଷ୍ମୀ ପୂଜା ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ମୋତିପାଲି (ଧରୁଆ ପଡା) ଠାରେ ଦୁଇଦିନ ଧରି ମା' ଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା' ଲକ୍ଷ୍ମୀଙ୍କ ପୂଜାକୁ ଧରୁଆପଡା ଓ…
Read More...

ଭିନ୍ନକ୍ଷମ ହେଲେ ବି ଡୋଳାମଣି ସକ୍ଷମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ପଞ୍ଚାୟତ ଲିଟିପାଲି ଗ୍ରାମର ଦୃଷ୍ଟିହୀନ ଡୋଳାମଣି ମହାନନ୍ଦ ଭିନ୍ନକ୍ଷମ ହେଲେ ବି ସକ୍ଷମ । ସୂଚନା ଅନୁସାରେ ଜନ୍ମରୁ ସେ ଦୃଷ୍ଟିହୀନ ନୁହନ୍ତି । ସେ ରାଜବୋଡାସମ୍ବର ବ୍ଲକ ବରିକେଲ…
Read More...

ଯୁବପିଢି ପାଇଁ ଉଦାହରଣ ପାଲଟିଲେ ପୋତାଶ୍ରୀୟା ବଢେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଖୁବ କମ୍‌ ବୟସରେ ଗରିବ ଏବଂ ଅସହାୟଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅର୍ନ୍ତଗତ କୋକନରା ଗ୍ରାମର ପୋତଶ୍ରୀୟା ବଢେଇ । ବୟସ ମାତ୍ର ୨୧ ବର୍ଷ । ଯେଉଁ ବୟସର…
Read More...

ଚିକିତ୍ସା ଶିବିର ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ତରଫରୁ ଡିସେମ୍ବର ୨୨ ତାରିଖ ବୁଧବାର ଦିନ ଟାଉନ କ୍ଲବ ପରିସରରେ କ୍ଲବ ତଥା ମହାନଦୀ ନେତ୍ର ଚିକିତ୍ସାଳୟ, ବିରମହାରାଜପୁରଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଶିବିରରେ ମାଗଣା…
Read More...

ମଣ୍ତିରେ ମୃତ ଚାଷୀ ପ୍ରହଲ୍ଲାଦ ରାଉତଙ୍କ ପରିବାରକୁ କୋଡିଏ ଲକ୍ଷ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବୀ କଲା ବିଜେପି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଧାନମଣ୍ଡିରେ ମୃତ୍ୟୁବରଣ କରିଥିବା ଟେମରୀମାଲ ଗ୍ରାମର ଚାଷୀ ପ୍ରହଲ୍ଲାଦ ରାଉତଙ୍କୁ ସରକାର ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ…
Read More...

ଛିନ୍ଦେଇକେଲା ମଣ୍ଡିକୁ ନିଜ ଟୋକନ୍ ବିଷୟରେ ପଚାରି ବୁଝିବା ପାଇଁ ଆସିଥିବା ଚାଷୀ ଫେରିବା ସମୟରେ ମଣ୍ଡିଠାରେ ଅଚାନକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଗ୍ରାମଠାରେ ଜାମସେଠ ସେବା ସମବାୟ ସମିତି ପକ୍ଷରୁ ଏକ ମଣ୍ଡିର ବ୍ୟବସ୍ଥା କରାଯାଇଛି । ଏହି ମଣ୍ଡିକୁ ଛିନ୍ଦେଇକେଲା ପାଖରେ ଥିବା ଟେମରିମାଲ ଗ୍ରାମରେ ବସବାସ କରୁଥିବା ପୂର୍ବତନ ଶିକ୍ଷକ…
Read More...

ଦେଶାତ୍ମବୋଧକ ଗୀତରେ ନୃତ୍ୟ ପରିବେଷଣ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି ୫ ବର୍ଷର ଝିଅ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଝୁନୁଙ୍ଗାପାଲି ଗାଁରେ ଚାରି ଦିନ ଧରି ଚାଲିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ରାମଲୀଳା କାର୍ଯ୍ୟକ୍ରମ ଚାଲିଛି । ଗତ କାଲି ସଂଧ୍ୟାରେ ରାବଣ ଦରବାର ଆକର୍ଷଣ ଥିଲେ ଗୁଦେରପାଲି ଗାଁର…
Read More...