Browsing Tag

padampur news

ରାଜବୋଡ଼ାସମ୍ବର ନିର୍ମାଣ ଶ୍ରମିକ ସଂଘର ନୂତନ କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ମାରୁତି ନଗର ଠାରେ ରାଜବୋଡ଼ାସମ୍ବର ନିର୍ମାଣ ଶ୍ରମିକ ସଂଘର ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନୂତନ ପଦାଧିକାରୀ ଏବଂ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବ…
Read More...

କ୍ରିଷ୍ଣା କପ୍ କ୍ରିକେଟ୍ : ସେମିଫାଇନାଲରେ ଖଲାବାହାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନ ପ୍ରଥମ ମ୍ୟାଚରେ ବୁଡେନ ଦଳ କଁଟାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ଖଲାବାହାଲ ଦଳ ଘୁଙ୍ଗି ଦଳକୁ ହରାଇ…
Read More...

କଳାକାର ଭତ୍ତାରୁ ବଞ୍ଚିତ ମୁରଲୀ ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ୨ ହଜାରରୁ ଅଧିକ ହିତାଧିକାରୀ ସରକାରଙ୍କ କଳାକାର ଭତ୍ତା ପାଉଛନ୍ତି । ତେବେ କଳାକାର ଚିହ୍ନଟ ପ୍ରକ୍ରିୟା ସମୟରେ ବହୁ ଅନିମୟିତତାର ଅଭିଯୋଗ ହୋଇଛି । ବହୁ ବାସ୍ତବ କଳାକାର ଏହି ଭତ୍ତାରୁ ବଞ୍ଚିତ ହୋଇଥିବା ବେଳେ କେତେକ ଅଯୋଗ୍ୟ କଳାକାର…
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ପ୍ରାଣ, ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଇକମାଲ ସ୍ଥିତ ଶ୍ରୀ ନୃସିଂହନାଥ ଆଇଓସିଏଲ୍‌ ଅତିଥି ଭବନରେ ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀଙ୍କ…
Read More...

କ୍ରିଷ୍ଣା କପ୍ କ୍ରିକେଟ୍ ଉଦ୍‌ଘାଟିତ : ସେମିଫାଇନାଲରେ ଉପରବାହାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚରେ ଉପରବାହାଲ ଦଳ କଲଙ୍ଗାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ଖଇରପାଲି ଦଳ…
Read More...

୨୭ରେ ଗାଇସିଲେଟ ତହସିଲ ଘେରାଉ କରିବ ଆଦିବାସୀ ଓବିସି ଦଳିତ ସେନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ମିଳିଥିବା ୪ ଡିସମିଲ ପଟ୍ଟାର ସୀମା ଚିହ୍ନଟ ପାଇଁ ଆସନ୍ତା ୨୭ ତାରିଖ ସୋମବାର ଦିନ ତହସିଲ ଅଫିସ ଘେରାଉ କରିବ ଆଦିବାସୀ ଓବିସି ଦଳିତ ସେନା ଗାଇସିଲେଟ ଶାଖା । ସେଥିପାଇଁ ଆଜି ବୁରୋମୁଣ୍ଡାରେ ପ୍ରସ୍ତୁତି ବୈଠକ…
Read More...

ପିଏମ୍‌ ଆବାସ ଘର ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ : ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣାରୁ ହଟିଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : 'ଆମର ଦାବୀ ପୂରଣ ହେଉ, ଜିଲ୍ଲାପାଳଙ୍କୁ ଡକାଯାଉ' ଏପରି କିଛି ନାରା ସହ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଖାଲିଆପାଲି ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ପ୍ରାୟ ୩୦୦ ପରିବାର ଥିବା ବେଳେ…
Read More...

ପାଇକମାଲ ବ୍ଲକରେ ସଙ୍ଗୀତ ବିଦ୍ୟାଳୟ ପାଇଁ ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତଥା ମାଣ୍ଡୋସିଲ ଉପାୟ ସାଂସ୍କୃତିକ ଅନୁଷ୍ଠାନ ସାଧାରଣ ସମ୍ପାଦକ ଲଲିତ ଜଗତ ଦିଲ୍ଲୀକୁ ଯାଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରଗଡ଼…
Read More...

କୃଷି ବିଭାଗ ତରଫରୁ ଚାଷୀଙ୍କୁ ସୋରିଷ ମଞ୍ଜି ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ରବି ଫସଲ ପାଇଁ ପଦ୍ମପୁର ଉପଖଣ୍ଡର ଗାଇସିଲାଟ କୃଷି ବିଭାଗ ତରଫରୁ ଗୁଦେରପାଲି ଗ୍ରାମ ପଞ୍ଚାୟତ ଓ ଚିଖିଲି ଗ୍ରାମ ପଞ୍ଚାୟତର କମଲପଦର ଗାଁର ୫୦ ଜଣ ଚାଷୀଙ୍କୁ ସର୍ବମୋଟ ୫୦ଟି ସୋରିଷ ମଞ୍ଜି କିଟ୍‌ ଗାଇସିଲେଟ କୃଷି ବିଭାଗର ଭିଏଲ୍‌ଡବ୍ଳୁ ସନ୍ତୋଷ ଧର…
Read More...

ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବଙ୍କ ସଚେତନ ହେମା ନାଟ୍ୟ ଅନୁଷ୍ଠାନ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଓ ସଭ୍ୟ ରବିରାତନ ସାହୁ ଆଜି ସଚେତନ ହେମା ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଗ୍ରାମୀଣ ପରିବେଶ ମଧ୍ୟରେ କଳା, ସଂସ୍କୃତି, ଭାଷା, ନାଟକ ପାଇଁ ସମର୍ପିତ ନାଟ୍ୟ ଅନୁଷ୍ଠାନକୁ ପ୍ରଶଂସା କରିବା ସହ ଆଗକୁ…
Read More...