Browsing Tag

padampur news

ହାତୀ ଆକ୍ରମଣରେ ଆହତ ବ୍ୟକ୍ତି ଏବେ ଚିକିତ୍ସାଧୀନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଲଙ୍ଗାପାଲି ଗ୍ରାମରେ ସମ୍ପତ୍ତି ଭଏନା ନାମକ ଜଣେ ବ୍ୟକ୍ତି ଗତ ରାତ୍ରିରେ ହାତୀ ଆକ୍ରମଣରେ ଆହତ ହୋଇ ଗାଇସିଲେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତ୍ରିରେ…
Read More...

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ : ଲୋକେ ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଠିକାଦରମାନଙ୍କ ମନୋମୁଖୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଦ୍ମପୁର ଏନ୍‌ଏସି ଅଧୀନରେ କୋଟି କୋଟି ଟଙ୍କା ମୂଲ୍ୟର ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି । କିନ୍ତୁ ଏହି କାମଗୁଡିକର ତଦାରଖ…
Read More...

ଡିସେମ୍ବର ୧୯ ଓ ୨୦ ତାରିଖ ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲଠାରୁ ନୁଆପଡା ରାସ୍ତାରେ ପ୍ରାୟ ୧୫ କିଲୋ ମିଟର ମନଭଙ୍ଗ ଡେମ୍‌ । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନଲୋଭା ଦୃଶ୍ୟ ସହ କୁଳୁ କୁଳୁ ନାଦରେ ବୋହି ଆସୁଥିବା ମା'ଙ୍କ ନାମରେ ନାମିତ ଝରଣା ଦୁର୍ଗେଇ ଝରଣା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ…
Read More...

ଗୁଦେରପାଲି ହାଇସ୍କୁଲରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀପ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଳାକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ବିଷୟ ଉପରେ…
Read More...

ଗୁଦେରପାଲି ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗୁଦେରପାଲି ଯୁକ୍ତ ୨ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ସମାଜସେବୀ କିଶୋର ଚନ୍ଦ୍ର ଦେବତା…
Read More...

ରାଜସ୍ୱ ସେକ୍ରଟାରୀଙ୍କୁ ଭେଟିଲା ପଦ୍ମପୁର ଓକିଲ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁଙ୍କ ନେତୃତ୍ୱରେ ଓକିଲ ସଂଘର ଏକ ପ୍ରତିନିଧି ଦଳ ରାଜସ୍ବ ସେକ୍ରେଟାରୀ ଆର୍‌ଡିସି(ଏନ୍‌.ଡି.) ସମ୍‌ମ୍ବଲପୁର ଡିଭିଜନ ଭିନସେଣ୍ଟ ପୁନମ୍ ଏକ୍କାଙ୍କୁ ଭେଟିଥିଲେ । ଏ ଅବସରରେ ଅଞ୍ଚଳର ବୃହତ୍ତର…
Read More...

ବୀର ଯବାନଙ୍କୁ ଟାଉନ କ୍ଲବ ତରଫରୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ପ୍ରଥମ ସିଡିଏସ୍‌ ତଥା ଭାରତ ମା'ଙ୍କର ବୀର ସୁପୁତ୍ର ସ୍ୱର୍ଗତଃ ବିପିନ ରାୱତ ତଥା ଅନ୍ୟ ଏଗାର ଜଣ ବୀର ଯବାନଙ୍କର ବିମାନ ଦୁର୍ଘଟଣାରେ ପରଲୋକ ସାରା ଦେଶ ପାଇଁ ଏକ ଶୋକ ଦାୟକ ଖବର ଥିଲା । ବିମାନ ଦୁର୍ଘଟଣାରେ ଆକାଳ ପ୍ରାଣ ହରାଇଥିବା ଭାରତର…
Read More...

ମାର୍ଗଶିର ପୂର୍ଣ୍ଣିମାରେ ପାଳିତ ହୁଏ ମା’ ଦୁର୍ଗାଙ୍କ ଦୁର୍ଗେଖୋଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ଏବଂ ପାହାଡମାନଙ୍କରେ ରହିଛି ବିଭିନ୍ନ ଐତିହ ଏବଂ ମାନ୍ୟତା । ବିଭିନ୍ନ ରୂପରେ ଦେବା ଦେବୀମାନେ ଆସ୍ଥିନ ଥିବା ବେଳେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଦୁର୍ଗେଇ ଖୋଲ ଅଞ୍ଚଳରେ ଥିବା ମା' ଦୁର୍ଗାଙ୍କର ରହିଛି ସ୍ୱତନ୍ତ୍ର…
Read More...

ସିର୍‌ଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସିର୍‌ଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଗତକାଲି ପାଳିତ ହୋଇଯାଇଛି । ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ସଭାପତିତ୍ୱରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ରୂପେ ମନୋରଞ୍ଜନ ସାହୁ ଓ ଦେବାଶିଷ ରଥ ଯୋଗଦାନ କରିଥିଲେ ।…
Read More...

ବିଦ୍ୟୁତ ଖୁଣ୍ଟକୁ ଚଢ଼ି କାମ କରୁଥିବା ସମୟରେ ଚାଲିଗଲା ଯୁବକଙ୍କ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲ୍‌ଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଦେରପାଲି ଗ୍ରାମରେ ବିଦ୍ୟୁତ ଖୁଣ୍ଟକୁ ଚଢ଼ି କାମ କରୁଥିବା ସମୟରେ ଲାଇନ ଚାର୍ଜ କରିଦେବାରୁ ୨୨ ବର୍ଷ ଯୁବକ ନିରଞ୍ଜନ ସାହୁଙ୍କ ଜୀବନ ଚାଲିଯାଇଥିବା ବେଳେ ବରଗଡ଼ର ବିଦ୍ୟୁତ ଠିକାଦାରଙ୍କ ଏଯାଏଁ…
Read More...