Browsing Tag

padampur news

ଆର୍‌ବି ହାଇସ୍କୁଲ ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଏକ ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ଉପସଭାପତି ବେଣୁମାଧବ ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ତିନିସେନାର ମୁଖ୍ୟ ରାୱତଙ୍କ ଅମର ଆତ୍ମାର ସତଗତି ନିମେନ୍ତ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।…
Read More...

ମା’ଦୁର୍ଗେଇଖୋଲ ଯାତ୍ରାର ଶେଷ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ମା' ଦୁର୍ଗେଇ ଦେବୀଙ୍କ ପୂଜନୋତ୍ସବ ଯାତ୍ରାର ଶେଷ ପର୍ଯ୍ୟାୟର ପ୍ରସ୍ତୁତି ବୈଠକ ପାଇକମାଲ ବ୍ଲକ ମିଠାପାଲ ଗ୍ରାମ ପଞ୍ଚାୟତ ମନଭଙ୍ଗ ଡ୍ୟାମଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପାଞ୍ଚପାଲି ଗାଁର ଜନସାଧାରଣଙ୍କୁ…
Read More...

ବରିଷ୍ଠ ଠିକାଦାର ପ୍ରଶାନ୍ତ କୁମାର ପତିଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହର ବରିଷ୍ଠ ସୁନାମଧନ୍ୟ ଠିକାଦାର ପ୍ରଶାନ୍ତ କୁମାର ପତି (ପତି ଠିକାଦାର)ଙ୍କ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ଦିନ ରାତି ୧୧ଟାରେ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ଧରି ଯକୃତ ଜନୀତ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ମନରେଗା ଟଙ୍କା ପାଇବାରୁ ବଞ୍ଚିତ : ଇନସେଟିଭ୍‌ ଟଙ୍କା ମଧ୍ୟ ମିଳିନଥିବା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଲାସପୁର ଗ୍ରାମ ପଞ୍ଚାୟତର କାଶୀପାଣି ଗ୍ରାମର ୨୦୨୯ - ୨୦ ବର୍ଷର ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ଘର ସଂପୂର୍ଣ୍ଣ ଭାବେ ନିର୍ମାଣ କରି ସାରିଥିବା ବେଳେ ଏକ…
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ହରିହର ମନ୍ଦିରରୁ କ୍ରୀଡା ଉତ୍ସବ ପବିତ୍ର ଜୌତି ଅଣାଯିବା ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଉକ୍ତ…
Read More...

ପାଇକମାଲ ବ୍ଲକରେ ପୁଣି ଏକ ଦାଦନ ଶ୍ରମିକ ମାନଙ୍କ ସମସ୍ୟା ସାମ୍‌ନାକୁ ଆସିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କେଛୋଦାଦର ଗ୍ରାମର କେତେକ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟରେ ଫସି ଯାଇଛନ୍ତି । ତେବେ ଟଙ୍କ ସୁନା ନାମକ ଜଶେ ଦାଦନ ଶ୍ରମିକ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ…
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନଫରେନ୍ସ କକ୍ଷରେ ଏକ ଶିକ୍ଷା ସମ୍ପର୍କୀତ ଆଲୋଚନା ଚକ୍ର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ ତୁଷାରକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷା କ୍ଷେତ୍ରରେ ଯାନ୍ତ୍ରିକ ବିଜ୍ଞାନର ପ୍ରୟୋଜନୀୟତା…
Read More...

ଷ୍ଟେଟ ବ୍ୟାଙ୍କ ଲାଇଫ ଇଂନ୍ସୁରାନ୍ସ ଉପରେ କମର୍ଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନୃସିଂହନାଥ ଧର୍ମଶାଳାଠାରେ ଗୁରୁବାର ଷ୍ଟେଟ ବ୍ୟାଙ୍କ ଲାଇଫ ଇଂନ୍ସୁରାନ୍ସ ଉପରେ ଏକ କମର୍ଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିନିୟର ବ୍ରାଞ୍ଚ ମ୍ୟାନେଜର ମାନସ ରଂଜନ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ…
Read More...

ବିଡିଓ ସରପଞ୍ଚ ବିବାଦ ଯୋଗୁଁ ୪ ମାସ ହେଲା ମନରେଗାର ୬ଲକ୍ଷ ଟଙ୍କା ଶ୍ରମିକ ପାଉଣା ବାକି : ବିଡିଓ ଅସହାୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ସେପ୍ଟେମ୍ବର ମାସରୁ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ତାରପୁରୀ ଗ୍ରାମ ପଞ୍ଚାୟତର କୁକ୍ରୀପାଲି ଓ କେଉଁଦାଦାର ଗ୍ରାମର ପ୍ରାୟ ୧୫୦ରୁ ଅଧିକ ଶ୍ରମିକ ମନରେଗା ଯୋଜନାରେ କାର୍ଯ୍ୟ କରିଥିଲେ ସୁଦ୍ଧା ୪ ମାସ ବିତି ଯାଇଥିଲେ ମଧ୍ୟ ୬ ଲକ୍ଷ ଟଙ୍କା…
Read More...

କରୋନା ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ପରେ ବେସାହାରା ପରିବାର : ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଚାକିରି ପ୍ରଦାନ…

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ପରେ ବେସାହାରା ହୋଇପହଇଥିବା ବନିତା ସାହୁ ଓ ତାଙ୍‌ଙ୍କ ଦୁଇ ଝିଅଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଚାକିରି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର…
Read More...