Browsing Tag

padampur news

ପଦ୍ମପୁର ଉପଜିଲ୍ଲପାଳ କୁମାରୀ ସ୍ନେହା ଅରୁଗୁଲାଙ୍କୁ ବିଦାୟ ସମ୍ୱର୍ଦ୍ଧନା

ପାଇକମାଲ ତହସିଲଦାର ସିନ୍ଧୁସୁତା ପାତ୍ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଜିଲ୍ଲାପାଳ କୁମାରୀ ସ୍ନେହା ଅରୁଗୁଲା ଆଜି ପଦ୍ମପୁର କାର୍ଯ୍ୟାଳୟରୁ ଔପଚାରିକ ଭାବେ ବିଦାୟ ନେଇଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ…
Read More...

ଅଞ୍ଚଳ ମହାବିଦ୍ୟାଳୟରେ +୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ପୁରାତନ ସମ୍ମିଳନୀ ପ୍ରକୋଷ୍ଠରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ +୩ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ…
Read More...

ମାଣ୍ଡୋସିଲ ଡିଗ୍ରୀ କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ଦେବତା, ନିରାକାର ରାଉତ, ବିଜୟ କୁମାର…
Read More...

ନୃସିଂହନାଥରେ କନ୍ଧବୁଢ଼ା–କନ୍ଧେନବୁଢ଼ୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥରେ ଆସନ୍ତା କନ୍ଧବୁଢ଼ା–କନ୍ଧେନବୁଢ଼ୀ ତଥା ଦେବଦେବୀଙ୍କ ଚତୁର୍ଥ ବାର୍ଷିକ ପୂଜନ ମହୋତ୍ସବକୁ ନେଇ ଏବେ ଠାରୁ ଭକ୍ତିମୟ ଓ ଉତ୍ସବମୟ ପରିବେଶ ଦେଖିବାକୁ ମିଳୁଛି । ଯମୁନା କାନ୍ଦୁଣୀ ଆଦିକନ୍ଧ ସମାଜ, ନୃସିଂହନାଥ, ପଦ୍ମପୁର ପକ୍ଷରୁ…
Read More...

ଶ୍ରୀ ଶ୍ରୀ ନୃସିଂହନାଥ ଜନ୍ମୋତ୍ସବ ବୈଶାଖ ମେଳା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ସଭାଗୃହରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତଥା ଅତିରିକ୍ତ ବିଡ଼ିଓ ଦେବାଶିଷ ସିଂହ୍ନାଙ୍କ ସଭାପତିତ୍ୱରେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଶାଖ ମେଳା ପାଇଁ…
Read More...

ଶହୀଦ ଦିବସ ପଦଯାତ୍ରା ପାଳନ

ଶହୀଦ ଦିବସ ପଦଯାତ୍ରା ଶ୍ରମଦାନ କାର୍ଯ୍ୟକ୍ରମ ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଯୁବ ଏବଂ ଖେଳ ମନ୍ତ୍ରଣାଳୟର ଅଧୀନରେ ଥିବା ମେରା ଯୁବା ଭାରତ ବରଗଡ଼ ଦ୍ୱାରା ଝାରବନ୍ଧ ବ୍ଲକ ସରଗୁଳ ସ୍ଥିତ ଐତିହାସିକ ସିମୁଲିଖୋଲ ଠାରେ ମେରା ଯୁବା ଭାରତ ବରଗଡ଼ ତରଫରୁ ଜିଲ୍ଲା ସ୍ତରୀୟ…
Read More...

ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟକ୍ଷ ଶ୍ରୀ ବାରିକଙ୍କ ସମେତ ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ,…
Read More...

ପରମ୍ପରାର ପୁନରାବୃତ୍ତି ଡାଲଖାଇ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟରେ ପଦ୍ମପୁରର ସଙ୍ଗୀତ ସମିତି ଆନୁକୂଲ୍ୟରେ ଡାଲଖାଇ ମହୋତ୍ସବ -୨୦୨୫-୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସକାଳ ବେଳା,ବଡ଼ବନ୍ଧ ପୋଖରୀରେ ବାଲିକଢ଼ା, ଘାଟରେ ପୂଜା ଓ ଅନ୍ୟାନ୍ୟ ରୀତିନୀତି…
Read More...

ଝାରବନ୍ଧରେ ଜନଅଭିଯୋଗ ଶୁଣାଣି ଶିବିର ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ପ୍ରୟାସରେ ଆଜି ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ସୁସଂଗଠିତ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା । ଏହି ଶିବିରରେ ଜନସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନର ସକ୍ରିୟ ଏବଂ…
Read More...

ପଦ୍ମପୁର ବନ ଦୁର୍ଗା ମନ୍ଦିରରେ ମା’ କୁଷ୍ମାଣ୍ଡାଙ୍କ ଆବିର୍ଭାବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ମା' ବନ ଦୁର୍ଗା ମନ୍ଦିର ଠାରେ ରବିବାର ଚୈତ୍ର ଶୁକ୍ଳ ଚତୁର୍ଥୀ ଦିନ ସକାଳ ୭ ଘଣ୍ଟା ସମୟରେ ବନ ଦୁର୍ଗା ମନ୍ଦିର ଠାରେ ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମେତ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖ,…
Read More...