ମନଭଙ୍ଗ ମା’ ଦୁର୍ଗେଇ ଦେବୀ ନୂତନ ପାଣି ପଞ୍ଚାୟତ ପରିଚାଳନା କମିଟି ଗଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଠାରେ ମନଭଙ୍ଗ, ପିପଲଖୁଣ୍ଟା, ବିଜିନଗର, ଲୁକୁପାଲି ନୂଆଁଗାଁର ଶତାଧିକ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନକୁଳ ମଲ୍ଲିକଙ୍କ ସଭାପତିତ୍ୱରେ!-->…
Read More...
Read More...