Browsing Tag

padampur news

ଆଞ୍ଚଳିକ ବୈଷମ୍ୟର ନଗ୍ନ ଉଦାହରଣ, ଛୁଟି ତାଲିକାରୁ ପୌଷପୂର୍ଣ୍ଣିମା ପଡିଛି ବାଦ : ପଶ୍ଚିମ ଓଡ଼ିଶାରେ ତୀବ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତାକାଲି ପୌଷ ପୂର୍ଣ୍ଣିମା କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ପଶ୍ଚିମ ଓଡ଼ିଶାର ଅନନ୍ୟ ମହାପର୍ବ ଦିନ ଖୋଲା ରହିବ ସ୍କୁଲ କଲେଜ ଅଫିସ । ଧୀରେ ଧୀରେ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ଚାଲିଚଳଣୀ ପର୍ବ ପର୍ବାଣି ମଧ୍ୟରେ ଫରକ ରହୁଥିବାରୁ ପଶ୍ଚିମ ଓଡ଼ିଶାର
Read More...

ନିଆରା ଭାବରେ ନୂଆବର୍ଷ ପାଳନ କଲେ ସମାଜସେବୀ ବୁଲୁ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆବର୍ଷରେ ସମସ୍ତେ ନିଜ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି । କିଏ ନିଜ ବିଜନେସ ବଢ଼ାଇବ, କିଏ ନିଜ ସମ୍ପତି ବଢ଼ାଇବ, କିଏ ଘରର ଉଚ୍ଚତା ବଢ଼ାଇବ ଆଉ କିଏ ବ୍ୟାଙ୍କ୍ ବାଲାନ୍ସ ବଢ଼ାଇବ । ହେଲେ ସେ କିନ୍ତୁ ନିଷ୍ପତି ନେଇଛନ୍ତି ନିଜ ସେବାର ପରିସର ବଢ଼ାଇବା
Read More...

ପମି ଡନସନା ଏବଂ ଅଶ୍ୱିନୀ ଦାଶଙ୍କ ପ୍ରୟାସରେ ଉଦ୍ଧାର ହେଲେ ଜଣେ ବୃଦ୍ଧ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅବହେଳିତ, ଅପ୍ରୀତିକର, ଅସାମାଜିକ ପରିସ୍ଥିତିରେ ଜୀବନ କାଟୁଥିଲେ ମାନସିକ ବିକାରଗ୍ରସ୍ତ ବୃଦ୍ଧ ବ୍ୟକ୍ତି । ଏପରି ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ୍ ମୋନହାରପାଲିରେ । ବୃଦ୍ଧ ଜଣକ ଅସହାୟ
Read More...

ପଦ୍ମପୁର କେନ୍ଦୁପତ୍ର ଡିଭିଜନରେ ଶ୍ରମିକ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରତିଷ୍ଠାତା ତଥା ଓଡିଶାର ଜଣେ ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ୧୦୪ତମ ଜୟନ୍ତୀ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନ ଦ୍ୱାରା ନୃସିଂହନାଥ ସ୍ଥିତ କେନ୍ଦୁପତ୍ର ଗୋଦାମଠାରେ
Read More...

ଜମଲା ଗ୍ରାମ ପଂଚାୟତକୁ ବ୍ଲକର ମାନ୍ୟତା ଦେବା ଦାବୀରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସବ୍ ଡିିଭିଜନର ଜମଲା ଗ୍ରାମ ପଂଚାୟତକୁ ଏକ ବ୍ଲକର ମାନ୍ୟତା ଦେବା ପାଇଁ ରାମଚନ୍ଦ୍ର ବାଜପେୟୀଙ୍କ ସଭାପତିତ୍ୱରେ ଆଜି ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁରର ବରିଷ୍ଠ ଆଇନଜୀବୀ ଅଜିତ
Read More...

ପୁର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଲେ ବାନ୍ଦୁପାଲି ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତର ବାନ୍ଦୁପାଲି ଗ୍ରାମର ଜନକ ସାହୁଙ୍କ ନେତୃତ୍ଵରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଆଜି ନୂତନ ବର୍ଷର ଅଭିନନ୍ଦନ ସହ ଶୁଭକାମନା ଜଣାଇ ତାଙ୍କର ସୁସ୍ଥ ନିରାମୟ ଜୀବନ ପାଇଁ
Read More...

ସମ୍ବଲପୁରୀ ହପ୍ତା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡସିବାଞ୍ଜି ଗାଁରେ ସମ୍ବଲପୁରୀ ଭାଷା ଏକାଡ଼େମୀ ବରଗଡ଼ ଜିଲ୍ଲା ଶାଖା ଏବଂ ସିର୍‌ଜିନା ସାହିତ୍ୟ ଆର୍‌ ସାଂସ୍କୃତିକ୍ ଅନୁଷ୍ଠାନ, ପଦ୍ମପୁର ଦ୍ୱାରା ଆୟୋଜିତ ସମ୍ବଲପୁରୀ ହପ୍ତା ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

ଭାଗବତତ୍ୱ ଯୋଗାଶ୍ରମର ପ୍ରତିଷ୍ଠାତା ସନ୍ଥ ରଘୁନାଥ ଜୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଅବସ୍ଥିତ ଭାଗବତତତ୍ୱ ଯୋଗାଶ୍ରମ ପ୍ରତିଷ୍ଠାତା ସନ୍ଥ ରଘୁନାଥ ଜୀ (୮୫ )ଙ୍କ ଶନିବାର ଅପରାହ୍ନ ୬ ଟା ସମୟରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହେବାରୁ ତାଙ୍କୁ
Read More...

ଭାରତ ଇତିହାସରେ ଶହୀଦ ମାଧୋ ସିଂ ଓ ପରିବାର ବର୍ଗଙ୍କର ବଳିଦାନର ଦୃଷ୍ଟାନ୍ତ ବିରଳ : ପ୍ରଫେସର ଡ. ସୁଜିତ୍ ପୃଷେଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ଇତିହାସରେ ଶହୀଦ ମାଧୋ ସିଂ ଓ ପରିବାର ବର୍ଗଙ୍କର ବଳିଦାନର ଦୃଷ୍ଟାନ୍ତ ବିରଳ" ଓ ଆଗାମୀ ପିଢିକୁ ଏହା ଦେଶପ୍ରେମରେ ଉଦ୍‌ବୁଦ୍ଧ କରୁଥିବ ବୋଲି କହିଛନ୍ତି ପ୍ରଫେସର ଡ. ସୁଜିତ୍ ପୃଷେଠ । ଆଜି ସ୍ଥାନୀୟ ବୀର ଛକରେ ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ଓ
Read More...

ଧାନମଣ୍ତି ସମସ୍ୟା ଓ ଅଭାବି ବିକ୍ରିକୁ ନେଇ କିଷାନ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୟ କୁମାର ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ବରଗଡ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଗୁଣମଣି ସାହୁଙ୍କ ନେତୃତ୍ୱରେ ୭ ଦଫା ସମ୍ବଳିତ
Read More...