Browsing Tag

news of world

ନାଟୋକୁ ରୁଷ୍‌ର କଠୋର ଚେତାବନୀ : କହିଛି – ପୂର୍ବ ଦିଗକୁ ବଢ଼ ନାହିଁ, ଆମର ଧୈର୍ଯ୍ୟ ସରିଯାଇଛି

ମସ୍କୋ: ୟୁକ୍ରେନ ନିକଟରେ ରୁଷ୍‌ର ସାମରିକ ନିର୍ମାଣ ମଧ୍ୟରେ ନାଟୋ ପୂର୍ବକୁ ବିସ୍ତାର ନକରିବା ପାଇଁ ରୁଷ୍‌ ତାହାର ଦାବୀକୁ ଦୋହରାଇଛି । ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିକ୍ରିୟା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବ ନାହିଁ ବୋଲି ରୁଷ୍‌ କହିଛି । ରୁଷ୍‌ର ବୈଦେଶିକ ମନ୍ତ୍ରୀ
Read More...

କନ୍‌ସର୍ଟ ସମୟରେ ୬ ଜଣଙ୍କୁ ଗୁଳି କରି ସନ୍ଦିଗ୍ଧ ବ୍ୟକ୍ତି ଫେରାର୍‌

ୱାଶିଂଟନ୍‌ : ଆମେରିକାର ୟୁଜିନ୍ ଠାରେ ଆୟୋଜିତ ଏକ କନ୍ସର୍ଟ ଭେନ୍ୟୁ ବାହାରେ ଦୁଇଜଣ ମହିଳାଙ୍କ ସମେତ ୬ ଜଣଙ୍କୁ ଗୁଳି କରାଯାଇଥିବା ଭଳି ଏକ ମାମଲା ସାମ୍ନାକୁ ଆସିଛି । ଏହି ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତି ଫେରାର୍‌ ହୋଇଯାଇଛି । ଏହି ସୂଚନା ପ୍ରଦାନ କରି ଓରେଗନ୍ ପୋଲିସ୍
Read More...

ଆମେରିକାରେ ହଇଚଇ ସୃଷ୍ଟି କରୁଛି କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍, ସଂକ୍ରମିତଙ୍କ ମଧ୍ୟରୁ ୯୫ ପ୍ରତିଶତ ଓମିକ୍ରନ୍…

ୱାଶିଂଟନ୍‌ : ସମଗ୍ର ବିଶ୍ୱରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ର ମାମଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି । କରୋନାର ଏହି ନୂତନ ଭାରିଆଣ୍ଟ ଓମିକ୍ରନ୍ ଆମେରିକାରେ ହଇଚଇ ସୃଷ୍ଟି କରିଛି । ସବୁଠାରୁ ବଡ଼ କଥା ହେଲା, ଆମେରିକାରେ ଦେଖାଦେଇଥିବା
Read More...

ଭୁଟ୍ଟୋ ଏବଂ ସରିଫ ପରିବାର ପାକିସ୍ତାନକୁ ବର୍‌ବାଦ୍‌ କରିଛନ୍ତି : ଇମ୍ରାନ ଖାନ

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭୁଟ୍ଟୋ ଏବଂ ସରିଫ ପରିବାରକୁ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ସହ ପାକିସ୍ତାନକୁ ବର୍‌ବାଦ୍‌ କରିଥିବା ଅଭିଯୋଗ କରିଛନ୍ତି । ଶନିବାର ଦିନ ପାକିସ୍ତାନ ଟେଲିଭିଜନ (ପିଟିଭି)ରେ ପ୍ରସାରିତ 'ଅଲ
Read More...

ଦକ୍ଷିଣ କୋରିଆରେ କରୋନାର ମାରାତ୍ମକ ତାଣ୍ଡବ : ରେକର୍ଡ ଭାଂଗୁଛି ମୃତ୍ୟୁ, ଡାକ୍ତରଖାନାରେ ସ୍ଥାନ ନାହିଁ

ସିଓଲ : ଦକ୍ଷିଣ କୋରିଆରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ମଙ୍ଗଳବାର ସବୁଠାରୁ ମାରାତ୍ମକ ଦିନ ବୋଲି ପ୍ରମାଣିତ ହୋଇଛି । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (କେଡ଼ିସିଏ) କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୯୪ ରେକର୍ଡ କରାଯାଇଛି । ଏଜେନ୍ସି
Read More...

ଭୟଙ୍କର ଟ୍ରକ ଦୁର୍ଘଟଣା ଘଟି ୫୩ ଜଣଙ୍କର ମୃତ୍ୟୁ

ମେକ୍ସିକୋ : ଦକ୍ଷିଣ ମେକ୍ସିକୋରେ ଏକ ଭୟଙ୍କର ଟ୍ରକ ଦୁର୍ଘଟଣା ଘଟି ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ଦକ୍ଷିଣ ମେକ୍ସିକୋର ରାଜଧାନୀ ଟୁକ୍ସଟଲା ଗୁଟିରେଜ ନିକଟରେ ଘଟିଥିବା ଏହି ଦୁର୍ଘଟଣା ଗୁରୁବାର ଅପରାହ୍ନରେ ଟ୍ରକଟି ୧୦୦ରୁ
Read More...

ଯେଉଁମାନେ ଟୀକା ନେଇନାହାନ୍ତି, ସେମାନଙ୍କୁ ଡିସେମ୍ବର ୧୨ରୁ ବଜାରରେ ବୁଲାବୁଲି ମନା

ମଦୁରାଇ : ଦେଶରେ ଏକ ନୂତନ କରୋନା ଭାରିଆଣ୍ଟ ଓମିକ୍ରନ୍‌ ପରିସ୍ଥିତି ସୃଷ୍ଟି ହେବା ପରେ ତାମିଲନାଡୁର ମଦୁରାଇ ଜିଲ୍ଲାରେ ଡିସେମ୍ବର ୧୨ରୁ ଟୀକା ନେଇନଥିବା ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଜିଲ୍ଲା କଲେକ୍ଟର ଅନିଷ ଶେଖର କହିଛନ୍ତି ଯେ, କରୋନାର ନୂତନ
Read More...

ମଣିପୁରରେ ନିର୍ମାଣ ହେଉଛି ବିଶ୍ୱର ସର୍ବୋଚ୍ଚ ରେଳ ସେତୁ

ମଣିପୁର : ମଣିପୁରରେ ରେଳବାଇ ବିଶ୍ୱର ସର୍ବୋଚ୍ଚ ସେତୁ ନିର୍ମାଣ କରୁଛି । ଏହା ୧୧୧ କିଲୋମିଟର ଲମ୍ବ ଜିରିବାମ-ଇମ୍ଫାଲ ରେଳ ପ୍ରକଳ୍ପର ଏକ ଅଂଶ । ୟୁରୋପର ମୋଣ୍ଟେନେଗ୍ରୋରେ ୧୩୯ ମିଟର ମାଲା-ରିଜେକା ଭାୟାଡକ୍ଟ ରେକର୍ଡ ଭାଙ୍ଗି ୧୪୧ ମିଟର ଉଚ୍ଚରେ (୩୪ ମହଲା ବିଶିଷ୍ଟ କୋଠା ସହିତ ସମାନ) ଏହି
Read More...

ତୃଣମୂଳର ବଡ ଆକ୍ରମଣ : ଗୋଆରେ ବିଜେପିକୁ ପରାସ୍ତ କରିବାକୁ କଂଗ୍ରେସ କିଛି କରିନାହିଁ

ପାନଜୀ : ଭାରତୀୟ ଜନତା ପାର୍ଟି (ବିଜେପି)ର ଗୋଆର ସମସ୍ତ ଦଳ ସହ ବୁଝାମଣା ରହିଛି ବୋଲି ତୃଣମୂଳର କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୋଇତ୍ରା ଶନିବାର ଦିନ ଅଭିଯୋଗ କରିଛନ୍ତି । ସେ ବିଜେପି ସଭାପତି ଜେପି ନାଡାଙ୍କୁ ନିନ୍ଦା କରିବା ସହ ପଶ୍ଚିମବଙ୍ଗରେ ବିଜେପିକୁ ପ୍ରତ୍ୟାଖ୍ୟାନ କରାଯାଇଛି
Read More...

ଯଦି ହିନ୍ଦୁମାନେ ହିନ୍ଦୁ ହୋଇ ରହିବାକୁ ଚାହାଁନ୍ତି, ତେବେ ଭାରତର ଅଖଣ୍ଡତା ବଜାୟ ରଖିବା ଆବଶ୍ୟକ : ମୋହନ ଭାଗବତ

ଗୋଆଲିଅର୍ : ରାଷ୍ଟ୍ରୀୟ ସ୍ୱୟଂସେବାକ ସଂଗଠନ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଶନିବାର ଦିନ କହିଛନ୍ତି ଯେ, ହିନ୍ଦୁସ୍ତାନ ଏକ ହିନ୍ଦୁ ରାଷ୍ଟ୍ର, ଯାହାର ଉତ୍ପତ୍ତି ହିନ୍ଦୁତ୍ୱ । ହିନ୍ଦୁ ଏବଂ ଭାରତ ଅବିଚ୍ଛେଦ୍ୟ । ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ହିନ୍ଦୁମାନେ ହିନ୍ଦୁ ହୋଇ ରହିବାକୁ
Read More...