Browsing Tag

news of india

ଗତକାଲି ୨୪ ଘଣ୍ଟାରେ ସର୍ବାଧିକ ୬୬,୫୫୦ ରୋଗୀ ଆରୋଗ୍ୟ

• ଆଉ ଏକ ଶିଖରରେ ଭାରତ : ୨୪ ଲକ୍ଷକୁ ଅତିକ୍ରମ କଲା ଆରୋଗ୍ୟ ସଂଖ୍ୟା• ବିଗତ ୨୫ ଦିନ ମଧ୍ୟରେ ସୁସ୍ଥତା ସଂଖ୍ୟାରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧିନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା କାର୍ୟ୍ୟକାରୀ ହେଉଥିବା
Read More...

କରୋନା ଟୀକା ପ୍ରସ୍ତୁତିରେ ଭାରତ ମଧ୍ୟ ଅଂଟା ଭିଡ଼ିଛି

ନୂଆଦିଲ୍ଳୀ, (କେପିଏନ୍‌ଏସ୍‌) : କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡିଛି । ତାର ଟୀକାକୁ ନେଇ ବିଶ୍ୱର ସବୁଦେଶ ଲାଗିପଡିଛନ୍ତି । ଏହି ଟୀକା ବାହାର କରିବା ପାଇଁ ଭାରତ ମଧ୍ୟ ଲାଗିପଡିଛି । ୩ଟି କରୋନା ଟୀକା ଭାରତର ଭିନ୍ନ ଭିନ୍ନ ମାନବ ପରୀକ୍ଷଣ ଷ୍ଟେଜ୍‌ରେ ରହିଛି ବୋଲି ଆଜି
Read More...

ଡିସେମ୍ବର ୩୧ ଯାଏଁ ବଢ଼ିଲା ମଟର ଯାନ କାଗଜପତ୍ରର ବୈଧତା

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ପରିସ୍ଥିତି ଯୋଗୁଁ ମଟର ଯାନ କାଗଜପତ୍ର ତଥା ଲାଇସନ୍ସର ବୈଧତା ଡିସେମ୍ବର ୩୧ ତାରିଖ ଯାଏ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବଢ଼ାଇ ଦେଇଛନ୍ତି । ମଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ମଟର ଯାନ ନିୟମ ୧୯୮୯ ଅନ୍ତର୍ଗତ ଫିଟ୍‌ନେସ୍‌,
Read More...

ଭିଡିଓ ବାର୍ତା ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଁଖାଇ ଶୁଭେଚ୍ଛା

• ନୂଆଁଖାଇର ସନ୍ଦେଶ ପାଳନ କରିବାକୁ ଆହ୍ୱାନ• କରୋନା ମହାମାରୀ ସମୟରେ ସଚେତନ ରହିବାକୁ ପରାମର୍ଶ• ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତଧୋଇବାକୁ ପରାମର୍ଶନୂଆଦିଲ୍ଲୀ/ଭୁବନେଶ୍ୱର, ନୂଆଦିଲ୍ଲୀ, (ପିଆଇବି) : କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ କେନ୍ଦ୍ରମନ୍ତ୍ରୀ
Read More...

ଗଣମାଧ୍ୟମର କାର୍ୟ୍ୟକ୍ରମ ପ୍ରସ୍ତୁତି ସଂକ୍ରାନ୍ତ ଏସଓପି ଜାରି କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ଗଣମାଧ୍ୟମ ଦ୍ଵାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ କାର୍ୟ୍ୟକ୍ରମ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ୟ୍ୟକଳାପ ଭାବେ ବିବେଚନା କରାଯାଇଥାଏ । ଏହା ଦେଶରେ ସାମଗ୍ରିକ ଘରୋଇ ଉତ୍ପାଦନ ବୃଦ୍ଧିରେ ମଧ୍ୟ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥାଏ । କୋଭିଡ-୧୯ ବୈଶ୍ଵିକ
Read More...

ଦିନକୁ ୮ ଲକ୍ଷରୁ ଅଧିକ ନମୁନା ପରୀକ୍ଷଣ ସହ ମୋଟ ସଂଖ୍ୟା ଟପିଲା ୩.୫ କୋଟି

• ନିୟୁତ ପିଛା ପରୀକ୍ଷଣ ଗତକାଲି ୨୫,୫୭୪ରେ ପହଞ୍ଚିଛିନୂଆଦିଲ୍ଲୀ, (ପିଆଇବି) : ଜାନୁୟାରୀ ମାସରେ ଦେଶର ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ କରାଯାଇଥିବା କରୋନା ସଂକ୍ରମଣ ପରୀକ୍ଷଣ ଆଜି ୩.୫ କୋଟି ଅତିକ୍ରମ କରିଛି । ଗତ ୭ ଦିନ ଧରି ଦୈନିକ ୮ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା
Read More...

ମୋଦି ସରକାରଙ୍କ ୬୫ ଯୋଜନାରେ ୬୦,୮୬୫ କୋଟି ଓଡିଆ ଲୋକଙ୍କ ବ୍ୟାଙ୍କ ଖାତାରେ : ଧର୍ମେନ୍ଦ୍ର ପ୍ରଧାନ

ମୋଦି ସରକାରଙ୍କ ସମାବେଶୀ ଆର୍ଥିକ ଯୋଜନା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌• ‘ମୁଦ୍ରା ଯୋଜନା’ରେ ଋଣ ନେଇ ଓଡ଼ିଶାର ୪୧ ଲକ୍ଷ ଲୋକ ସଶକ୍ତ ହୋଇପାରିଛନ୍ତି• ରାଜ୍ୟର ୭୪ ଲକ୍ଷ ପରିବାରର ୧.୫ କୋଟିରୁ ଉର୍ଦ୍ଧ୍ୱ ଗରିବ ଜନଧନ ଯୋଜନାରେ ଉପକୃତ• ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଓଡ଼ିଶାର ୨୫୦୦ରୁ
Read More...

ପ୍ରଥମ ପର୍ଯ୍ୟାୟରେ ଯବାନ ଓ କୋଭିଡ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟୀକା

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ କରୋନା ତାଣ୍ଡବ ରଚୁଛି । ବିଶ୍ୱବାସୀଙ୍କ ଜୀବନ ଜୀବିକା ସହ ଖେଳ ଖେଳୁଛି କରୋନା । ଏଭଳି ପରିସ୍ଥିତିରେ କରୋନା ମୁକାବିଲା କ୍ଷେତ୍ରରେ ଭାରତ ମଧ୍ୟ ପଛରେ ନାହିଁ । ଟୀକା ବିକାଶକୁ ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ବେଶ୍‌ ଗୁରୁତ୍ୱ ଦିଆଯାଉଛି ।
Read More...

କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

● ବୈଷୟିକ ଦକ୍ଷତା ସମ୍ପନ୍ନ ଏହି ଉଦ୍ଭାବନ ଆତ୍ମନିର୍ଭର ଭାରତ ପାଇଁ ହେବ ବରଦାନନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ର ମୁକାବିଲା ନିମନ୍ତେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଉଦ୍ଭାବନ କରିଥିବା ୩ଟି ସାମଗ୍ରୀ ପାଇଁ ଆଇଟିଆଇ ବ୍ରହ୍ମପୁର ପ୍ୟାଟେଣ୍ଟକୁ ପଞ୍ଜୀକୃତ କରିବା ପାଇଁ ଆବେଦନ କରିଛି । ଏହି
Read More...

ଏକ ଭାରତ ଶ୍ରେଷ୍ଠ ଭାରତ ଶୀର୍ଷକ ୱେବିନାର

ନୂଆଦିଲ୍ଲୀ, (ପିଆଇବି) : ଓଡିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ପ୍ରଚଳିତ କଳା, ସଂସ୍କୃତି,ସାହିତ୍ୟ ଓ ପରମ୍ପରା ସମ୍ପର୍କରେ ଉଭୟ ରାଜ୍ୟ ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ସହମତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ, ଭୁବନେଶ୍ବର ପକ୍ଷରୁ ଅନୁଷ୍ଠିତ ଏକ
Read More...