Browsing Tag

kendujhar news

ଭୋଟ ଗଣତି ଫଳାଫଳ ଜାଣିବା ପୂର୍ବରୁ ଚାଲିଗଲା ସମିତି ସଭ୍ୟ ପ୍ରାର୍ଥୀଙ୍କ ଜୀବନ

ଘଟଗାଁ : ମତଦାନ ଶେଷ ହୋଇଥିବା ବେଳେ ଗତକାଲି ଥିଲା ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟ । ଭୋଟ ଗଣତି ହୋଇ ଅପେକ୍ଷା ରହିଥିଲା ଫଳାଫଳ ଜାଣିବା କିନ୍ତୁ ଫଳାଫଳ ଜାଣିବା ପୂର୍ବରୁ ଚାଲିଗଲା ସମିତି ସଭ୍ୟ ପ୍ରାର୍ଥୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡପଟା ପଂଚାୟତର
Read More...

ଦନ୍ତା ହାତୀ ଉପଦ୍ରବ : ୧୦ ବସ୍ତାରୁ ଅଧିକ ଧାନ ଖାଇଗଲା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇରେ ଗତକାଲି ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ଅଧିନସ୍ଥ ନୂଆଗଡ ଗାଁ ମଣ୍ଡେଇସାହିରେ ଏକ ଦନ୍ତା ହାତୀ ପଶି ଗୁରୁବାରୀ ମୁଣ୍ଡାଙ୍କ ଘର ଭାଙ୍ଗି ୧୦ ବସ୍ତାରୁ ଅଧିକ ଧାନ ଖାଇଯାଇଥିବା ବେଳେ ଅତର୍କିତ ଆକ୍ରମଣ କରିଥିବା ଜଣାପଡିଛି । ଫଳରେ ଗୁରୁବାରୀ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ରେଙ୍ଗାଲ ବେଢ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମଣ୍ଟେକାର୍ଲ କମ୍ପାନୀର ଏକ ହାଇୱା କେନ୍ଦୁଝର ପଟୁ ତୁରୁମୁଙ୍ଗା ଆଡ଼କୁ ଆସୁଥିଲା । ଏହି ସମୟରେ ଏକ ପିଆଜ ବୋଝେଇ ଟ୍ରକ ହାଇୱାକୁ
Read More...

ଅବକାରୀ ବିଭାଗ ପକ୍ଷରୁ ଚଢାଉ ୭୦ ଲିଟର ଚୋରା ମହୁଲି ମଦ ଜବତ : ୩ ଜଣ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୭୦ ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଚଢାଉ ସମୟରେ ଜଡିଚାତର ଗ୍ରାମର ସୁରେଶ ମୁଣ୍ଡାଙ୍କ ଠାରୁ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୧ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ଡୁମୁରୀଗୋଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଏକ ପିଆଜ ବୋଝେଇ ଟ୍ରକ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି
Read More...

ଭୟାବହ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ୧୧ ରୋଗୀ ସହ ୬ଜଣ ଡାକ୍ତର ଓ ୨୦ରୁ ଅଧିକ କର୍ମଚାରୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସିଟି ସ୍କାନ ଓ ଡାଇଲେସିସ୍‌ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୌଣସି କାରଣରୁ ଏସିରୁ ସଟ୍‌ ସାର୍କିଟ ହୋଇ ରୁମ୍‌ରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଘଟିଥିବା ୱାର୍ଡରେ ୧୧ଜଣ ରୋଗୀ
Read More...

ଜିିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ସିଂଙ୍କ ଆକସ୍ମିକ ମୃତ୍ୟୁ : ବିଜେଡି ଟିକେଟ୍‌ରେ ହୋଇଥିଲେ ପ୍ରାର୍ଥୀ

କେନ୍ଦୁଝର : ବିଜେଡି ଟିକେଟ୍‌ରେ ନିର୍ବାଚନ ମଇଦାନକୁ ଆସିଥିବା ଜିିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ସିଂଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ସରପଞ୍ଚ ଅନାଦି ସିଂହ(୫୯) ଏଥର ୮ ନମ୍ବର ଜୋନ୍‌ ପାଇଁ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାଇକ ଚାଳକଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କୁଳଡିହା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକ ଜଣକ ଗୟଳମୁଣ୍ଡା ଗ୍ରାମର ନାଣ୍ଡୁ ପୂର୍ତ୍ତି ବୋଲି ଜଣାପଡିଛି । ସୂଚନା ଅନୁସାରେ ଏକ ଓଟୋ
Read More...

ଆର୍‌ଆଇ ଭିଆଁଇଲେ ବିଭତ୍ସ କାଣ୍ଡ : ଯୁବକଙ୍କୁ ହାଣିଲେ କଟୁରୀରେ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଣିଆପାଟ ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଉକ୍ତ ହତ୍ୟାକାଣ୍ଡଟି ଆର୍‌ଆଇ ଦିଲ୍ଲୀପ ସାହୁ ଘଟାଇଥିବା ନେଇ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଅଭିଯୁକ୍ତ ଆର୍‌ଆଇ
Read More...

ଚାଲିଗଲେ ବରିଷ୍ଠ ସାହିତ୍ୟିକ ପଣ୍ଡିତ ମଦନ ମୋହନ ମିଶ୍ର

କେନ୍ଦୁଝର, (କେପିଏନ୍‌ଏସ୍‌) : ଚାଲିଗଲେ ବରିଷ୍ଠ ସାହିତ୍ୟିକ ପଣ୍ଡିତ ମଦନ ମୋହନ ମିଶ୍ର(୯୫) । ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିଲେ । ଆଜି ରାତି ୭ଟ। ୫୦ମି.ରେ ତାଙ୍କ ଦେହାନ୍ତ ହୋଇଥିବା ତାଙ୍କ ସୁପତ୍ର କବି ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ସ୍ୱର୍ଗତ ପ୍ରାକ୍ତନ ସଂସ୍କୃତ ଶିକ୍ଷକ
Read More...