ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ୍ ପକ୍ଷରୁ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ୍ ପକ୍ଷରୁ ଗୋପାଳପୁର ସ୍ଥିତ ଜେ.ଏନ୍. ଟାଟା ବୈଷୟିକ ଶିକ୍ଷା କେନ୍ଦ୍ରଠାରେ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏଥିରେ କମ୍ପାନୀ ଆଖପାଖ ଗ୍ରାମ ଗୁଡ଼ିକରୁ ୪୨ଜଣ ଭିନ୍ନକ୍ଷମ, ସେମାନଙ୍କ!-->…
Read More...
Read More...