Browsing Tag

blangir news

ବରପାଲିପଡା ପଞ୍ଚସଖା ଗଳି ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଞ୍ଚସଖା ସ୍କୁଲ ଗଳି ବରପାଲିପଡା ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ କୋଭିଡ୍‌ ଗାଇଡ ଲାଇନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବରପାଲିପଡା ନାଗରିକ କମିଟିର ସଭାପତି ଡା. ଜଗନ୍ନାଥ ପଣ୍ଡାଙ୍କ ସଭାପତିତ୍ୱରେ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ
Read More...

କ୍ରାଇମ ହବ୍‌ ପାଲଟିଲାଣି ବଲାଙ୍ଗିର : ନିଶା ମାଫିଆଙ୍କ ରାଜ୍‌ ଓ ଖୋଲମ୍‌ଖୋଲା ହତ୍ୟାକାଣ୍ଡରେ ଆତଙ୍କିତ ସହର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିନକୁ ଦିନ ବଢିବାରେ ଲାଗିଛି ବଲାଙ୍ଗିର ସହର, ତା’ ସହ ବଢ଼ି ଚାଲିଛି ଅପରାଧ । ଏପରିକି ଦିନକୁ ଦିନ କ୍ରାଇମ ହବ୍‌ ପାଲଟିବାକୁ ଲାଗିଲାଣି ବଲାଙ୍ଗିର ସହର । ଯୁଆଡେ ଦେଖିଲେ ଅପରାଧ, ଯୁଆଡେ ଦେଖିଲେ ନିଶା କାରବାର । ପୋଲିସ ଦିନ ରାତି ସହରରେ ଘୁରି ବୁଲୁଛି,
Read More...

ଚନ୍ଦନଭାଟି, ସଦାଇପାଲି ପଞ୍ଚାୟତ ବୁଲିଲେ ନରସିଂହ : ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ହେଲା ନିଷ୍ପତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସଦାଇପାଲି ଓ ଚନ୍ଦନଭାଟି ପଞ୍ଚାୟତ ପରିଦର୍ଶନରେ ଯାଇଥିଲେ । ସଦାଇପାଲି ଗାଁ ଭିତରେ ବାକି ରହିଯାଇଥିବା ଡ୍ରେନ ଓ ରାସ୍ତା ପାଇଁ ଲୋକେ ବହୁ ଦିନରୁ ଦାବୀ କରୁଥିଲେ । ପୂର୍ବରୁ ପୁର୍ତ୍ତ
Read More...