ଗୁଦେରପାଲିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗୃହ ଉନ୍ମୋଚନ
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ଗୁଦେରପାଲି ଠାରେ ନବ ନିର୍ମିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶ୍ରେଣୀ ଗୃହ ଗୁଡିକ ଉନ୍ମୋଚନ କରାଯାଇଛି । ଏହି ଅବସରରେ +୨ କଲେଜ କମିଟିର ସଭାପତି କିଶୋର ପାତ୍ର ସମ୍ପାଦକ ଓ କଲେଜ ପ୍ରିନ୍ସିପାଲ ପ୍ରିତିଶ କୁମାର ପଣ୍ଡା ନିଜ ସହକାରୀ!-->…
Read More...
Read More...