om academy

ରାଉରକେଲାର ବୀର୍‌ସା ଦହର ସରସ୍ୱତୀ ବିଦ୍ୟା ମନ୍ଦିର ଦ୍ୱାରା ଛାତ୍ରଛାତ୍ରୀଙ୍କ ୬ ମାସର ଟ୍ୟୁସନ୍‌ ଫି ଛାଡ଼

jsm

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ବୀର୍‌ସା ଦହର ସରସ୍ୱତୀ ବିଦ୍ୟା ମନ୍ଦିର କରୋନା ସ୍ଥିତିକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀଙ୍କ ୬ ମାସର ଟ୍ୟୁସନ୍‌ ଫି ଛାଡ଼ କରିଥିବା ସୂଚନା ମିଳିଛି । ସଂପୃକ୍ତ ସରସ୍ୱତୀ ବିଦ୍ୟା ମନ୍ଦିରର ଚେୟାରମେନ୍‌ ରମେଶ ଅଗ୍ରୱାଲ୍‌ ଜଣାଇଛନ୍ତି ଯେ, କୋଭିଡ-୧୯ ସ୍ଥିତିରେ ଅଭିଭାବକମାନେ ନାହିଁ ନଥିବା ଆର୍ଥିକ ଅବ୍ୟବସ୍ଥାର ସମ୍ମୁଖୀନ ହେଉଥିବା ଯୋଗୁଁ ଏହି ସରସ୍ୱତୀ ବିଦ୍ୟା ମନ୍ଦିରରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ୬ ମାସର ଟ୍ୟୁସନ୍‌ ଫି ଛାଡ଼ କରାଯାଇଛି ।

Leave A Reply

Your email address will not be published.