![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ତରଭା, (ଜିତେନ୍ଦ୍ର ସା) : ତରଭା ବ୍ଲକ ବ୍ରାହ୍ମଣୀ ନିକଟସ୍ଥ ସୀତାରାମ ମଠ ଠାରେ ମହନ୍ତ ମାନଙ୍କ ଦ୍ୱାରା ଶ୍ରୀରାମ ନବମୀ ଉପଲକ୍ଷେ ତୁଲସୀ ରାମାୟଣ ନବାହ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଗାୟକ ଲିପକ ମିଶ୍ର ତୁଲସୀ ରାମାୟଣ ପାରାୟଣ କରିଥିବା ବେଳେ ଏଠାରେ ସମସ୍ତ ପ୍ରକାର କୋଭିଡ ନିୟମ ଅନୁପାଳନ କରାଯାଇଥିବା କୁହାଯାଇଛି ।