oom

ଟାଇଗର ୟୁଥ୍‌ କ୍ଲବ୍‌ ପାଳନ କଲା ୭୨ତମ ଗଣତନ୍ତ୍ର ଦିବସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାନ୍ତିପଡା ସ୍ଥିତ ଟାଇଗର ୟୁଥ୍‌ କ୍ଲବ ତରଫରୁ ୭୨ ତମ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ପତାକା ଉତ୍ତୋଳନ କଲେ ଶିବାନନ୍ଦ ବିଶି । ଏଥିରେ କ୍ଲବ ସଭାପତି ପାର୍ଥ କର୍ଣ୍ଣ, ସମ୍ପାଦକ ସୁମନ୍ତ ମିଶ୍ର, କୋଷାଧ୍ୟକ୍ଷ ଦେବରାଜ ନାଗ, ସୁରେଶ ଚନ୍ଦ୍ର କ‌ମ୍ପ, ସୁଶୀଲ ମହାକୁର, ରିନୁ ସାହୁ, ଭବ୍ୟ ବିଶି, ବିକାଶ ମିଶ୍ର ଏବଂ କୁନି କୁନି ଛାତ୍ରଛାତ୍ରୀଙ୍କ ସହ ଅନ୍ୟାନ୍ୟ କ୍ଲବର ମେମ୍ବରମାନେ ଯୋଗଦାନ କରିଥଲେ ।

jittmm
Leave A Reply

Your email address will not be published.