ସାବଧାନ : ଅନ୍‌ଲାଇନରେ ମାତିଛନ୍ତି ଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅନ୍‌ଲାଇନରେ ମାତିଛନ୍ତି ଠକ । ଟିକିଏ ଅସାବଧାନତା ପାଇଁ ଠକି ନେଉଛନ୍ତି ହଜାର ହଜାର ଟଙ୍କା । ଏମିତି ଏକ ଠକାମୀର ଶିକାର ହେଇଛନ୍ତି ମାନଚିନା ଗ୍ରାମର ସୁମନ୍ତ ଚରଣ ବେହେରା । ଯାହାଙ୍କ ପାଖକୁ ୭୬୭୯୬୨୪୦୭୦ ନମ୍ବରରୁ କଲ୍‌ ଆସିଥିଲା । କଲ କରି କହିଥିଲେ କି ତୁମର ଫୋନ ପେ କୁପନରେ ୪୯୯୯ ଟଙ୍କା ଆସିଛି ତୁମ ପାଖକୁ ଗୋଟେ ଓଟିପି ଯିବ ଓଟିପି ଦେଲେ ତୁମ ଆକାଉଣ୍ଟରେ କ୍ରେଡିଟ ହବ । ଚାଲାକି କରି ଓଟିପି ନେଇ ତାଙ୍କ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରୁ ୭୨୭୫ ଟଙ୍କା ହଡ଼ପ କରିନେଇଛି ଦୁର୍ବୃତ୍ତ ।

Leave A Reply

Your email address will not be published.