ନକଲି ଇଞ୍ଜିନ ଅଏଲ୍‌ କାରଖାନା ଠାବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ରାଳବରେ ନକଲି ଇଞ୍ଜିନ ଅଏଲ୍‌ କାରଖାନା ଠାବ କରି ୩ ଜଣଙ୍କୁ ଗିରଫ କଲା ପୋଲିସ ।
ସୂଚନା ଅନୁସାରେ ସୁକୁଣ୍ଡାରେ ଗୋଳନ୍ଥରା ଓ ବଡ଼ବଜାର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଶହ ଲିଟର ନକଲି ଇଞ୍ଜିନ ଅଏଲ୍, ହଜାରେରୁ ଅଧିକ ଡବା ଜବତ କରାଯାଇଛି । ବିଭିନ୍ନ ନାମୀ ଦାମୀ ଇଞ୍ଜିନ ଅଏଲ ବ୍ରାଣ୍ଡର ଷ୍ଟିକର ମଧ୍ୟ ଜବତ କରାଯାଇଥିବା ଜଣାପଡିଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.