ସାରର ଅଭାବୀକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ସୁବର୍ଣ୍ଣପୁର ବିଜେଡି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାରେ ଅତ୍ୟାବଶ୍ୟକ ସାରର ଅଭାବୀକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ଧାରଣା ପ୍ରଦର୍ଶନ କରାଯାଇଛି । ବିଜେଡିର ଜିଲ୍ଲା ସଭାପତି ସରୋଜ କମ୍ପଙ୍କ ନେତୃତ୍‌ତ୍ୱରେ ଶତାଧିକ କର୍ମୀ ଏହି ଧାରଣାରେ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କ ଅଭାବୀ ସାର ଯୋଗାଣକୁ ନେଇ ପ୍ରତିବାଦ କରିବା ସହ ସୁବର୍ଣ୍ଣପୁର ଜିଲ୍ଲାକୁ ଆବଶ୍ୟକ ୟୁରିଆ ଓ ଡିଏପି ସାର ଯୋଗାଣ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେଇଛନ୍ତି ।

Leave A Reply

Your email address will not be published.