om academy

ସାରଳା କୁମାରୀ ଉପଖଣ୍ତ ଚିକିତ୍ସାଳୟ ଅଧୀନରେ ଥିବା ଏମସିଏଚ ବିଲଡିଙ୍ଗ ସଫେଇ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସାରଳା କୁମାରୀ ଉପଖଣ୍ତ ଚିକିତ୍ସାଳୟ ଅଧୀନରେ ଥିବା ଏମସିଏଚ ବିଲଡିଙ୍ଗକୁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ସେଠଙ୍କ ନେତୃତ୍ୱରେ ଡା. ରବିନ୍ଦ୍ର କୁମାର ମାହାର, ସୁରଜ ଭୋଇ, ଅରୁନ ବରିହା, ଗୁପ୍ତେ ସ୍ୱେଚ୍ଛାସେବୀ ଓ ହସପିଟାଲର ସମସ୍ତ କର୍ମଚାରୀଙ୍କୁ ନେଇ ସମସ୍ତ କୋଠରୀଗୁଡିକର ସବୁ ପ୍ରକାର ଅଳିଆ ଆବର୍ଜନା, ବୁଢ଼ୀଆଣୀ ଜାଲ ସବୁକୁ ସଫା କରି ପୁରା ହସପିଟାକୁ ଫିନାଇଲ୍‌ ପାଣିରେ ସଫା କରା ଯାଇଥିଲା । ଏଇ କରୋନା କାଳ ଭିତରେ ସମସ୍ତ କରୋନା ଯୋଦ୍ଧା
ରଙ୍କ, ନରେଶ, ସହଦେବ, ପରକ୍ଷୀତ, ଦୁଶ୍ମନ୍ତ, ସରୋଜ, ଅଜୟ, କିଶୋର, ବିନ୍ଦୁ, ସେବତୀ, କାଜୋଲ, ରାଧା, ଫିଙ୍କି, ବନିତା, ହାରାବତୀ, ଛବିଳ ଜେନା ଆଦି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.