ls

ଶ୍ରୀମନ୍ଦିର ପରିଚାଳନା କମିଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ : ସ୍ନାନ ମଣ୍ଡପରେ ୩ ଘଣ୍ଟା ଦର୍ଶନ ସୁଯୋଗ

sb

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶ୍ରୀମନ୍ଦିର ପରିଚାଳନା କମିଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରଥଯାତ୍ର ଓ ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳିରେ ମୋହର ଲାଗିଥିବା ବେଳେ ହାତୀବେଶ ଦର୍ଶନ ନିମନ୍ତେ ଭକ୍ତମାନଙ୍କୁ ସୁଯୋଗ ମିଳିବ । ମଙ୍ଗଳ ଆଳତି ପରେ ସ୍ନାନ ମଣ୍ଡପକୁ ଯାଇ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସ୍ନାନ ମଣ୍ଡପ ଉପରକୁ ଯାଇ ଦର୍ଶନ କରିବାକୁ ୩ ଘଣ୍ଟା ସମୟ ଲାଗିବ । ସ୍ନାନ ମଣ୍ଡପରେ ଦର୍ଶନବେଳେ ମହାପ୍ରଭୁଙ୍କୁ ଭକ୍ତମାନେ ଛୁଇଁ ପାରିବେନି ବୋଲି ନିଷ୍ପତ୍ତି ନିଆଯାଇଛି ।

pc pk
Leave A Reply

Your email address will not be published.