୧୦ଟି ଜିଲ୍ଲାରେ ନିର୍ମିତ ହେବ ଟ୍ରକ୍ ଟର୍ମିନାଲ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜପଥରେ ଅବୈଧ ପାର୍କିଂ ଉପରେ ଅଙ୍କୁଶ ଲଗାଇବା ତଥା ଦୁର୍ଘଟଣା ରୋକିବା ନିମନ୍ତେ ୧୦ଟି ଜିଲ୍ଲାରେ ନିର୍ମିତ ହେବ ଟ୍ରକ୍ ଟର୍ମିନାଲ୍ । ପ୍ରାଥମିକ ପର୍ଯ୍ୟାୟରେ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ଯାଜପୁର, ଭଦ୍ରକ, କଟକ, ବାଲେଶ୍ୱର ଓ ଗଞ୍ଜାମ ଆଦି ଜିଲ୍ଲାରେ ପରିବହନ ବିଭାଗ ପକ୍ଷରୁ ଜମି ଚିହ୍ନଟ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.