ଡୁଡୁକା ପେକ୍ସ ନିର୍ବାଚନ ଫଳାଫଳ ଘୋଷିତ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଡୁଡୁକା ପେକ୍ସ ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ମୋଟ ୧୩ଟି ନିର୍ଦ୍ଦେଶକ ପଦ ମଧ୍ୟରୁ ୪ଟିରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୯ଟି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରାର୍ଥୀମାନେ ଧର୍ମଗୋଳାରେ ବିଜୟୀ ହୋଇଥିଲେ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.