ଗାଧୋଇବା ବେଳେ ଇବ୍ ନଦୀ କନାକୁଣ୍ଡୁରେ ଭାସି ଯୁବକ ନିଖୋଜ

ସୁନ୍ଦରଗଡ଼ : ନଦୀରେ ଭାସି ଯୁବକ ନିଖୋଜ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ବାଲିଶଙ୍କରା ଘୋଘର ଇବ୍ ନଦୀ କନାକୁଣ୍ଡୁରେ ଭାସିଗଲେ ଯୁବକ । ଦର୍ଲିପାଲ୍ଲିରୁ ଭୋଜି କରିବାକୁ ଯାଇଥିଲେ । କନାକୁଣ୍ଡୁ ସାତବଖରାରେ ଗାଧୋଇବା ବେଳେ ଭାସିଯାଇ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ହେଲେ ସାତ୍ତ୍ୱିକ(୧୮) । ଘଟଣାସ୍ଥଳରେ ବାଳିଶଙ୍କରା ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯୁବକ ଜଣକ ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡିଛି ।

Leave A Reply

Your email address will not be published.