ଭାରତୀୟ ସେନାକୁ ପ୍ରଥମ ପର୍ୟ୍ୟାୟରେ ୬ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ ମିଳିଲା

ନୂଆଦିଲ୍ଲୀ : ଭାରତୀୟ ସେନାକୁ ପ୍ରଥମ ପର୍ୟ୍ୟାୟରେ ୬ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ ମିଳିଲା । ବଳକା ଥିବା ଆଉ ୧୦ ହଜାର ଇସ୍ରାଏଲି ଲାଇଟ୍ ମେସିନ୍ ଗନ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଆସିବ ବୋଲି ସୂଚନା ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୧୯ ମାର୍ଚ୍ଚରେ ଏଥିପାଇଁ ଅନୁମତି ଦେଇଥିଲା । ଇସ୍ରାଏଲ୍ ୱିପନ୍ସ ଇଣ୍ଡଷ୍ଟ୍ରୀ ସହ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୬ ହଜାର ୪୭୯ଟି ମେସିନ୍ ଗନ ଲାଗି ୮୮୦ କୋଟି ଟଙ୍କାର ଚୁକ୍ତି କରିଥିଲା ।

Leave A Reply

Your email address will not be published.